ଆଜି କଂଗ୍ରେସକୁ ମିଳିବ ନୂଆ ସଭାପତି
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଆଜି ହେବାକୁ ଯାଉଛି ଭୋଟ ଗଣତି । ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ପରେ କଂଗ୍ରେସକୁ ଅଣ ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ମିଳିବାକୁ ଯାଉଛି । ଏହି ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ମଧ୍ୟରେ ଲଢେଇ ଚାଳିଛି …
Read More...
Read More...