ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ: ବିରୋଧୀଙ୍କ ପକ୍ଷରୁ ଶରଦ ପାୱାରଙ୍କ ନାମ ଚର୍ଚ୍ଚାରେ
ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ । ଏନେଇ ଉଭୟ ଶାସକ ବିଜେପି ଓ ବିରୋଧୀ ଦଳ ତତ୍ପର ହୋଇ ଉଠିଛନ୍ତି । ବିଶେଷ ଭାବେ ଶାସକ ବିଜେପି ଦୃଢ଼ ସ୍ଥିତିରେ ରହିଛି ବୋଲି କହୁଛି । ମାତ୍ର ଏହି ନିର୍ବାଚନରେ ବିରୋଧୀ ତଥା ଅଣବିଜେପି ଦଳ ପ୍ରାର୍ଥୀ ଦେବାକୁ ପ୍ରୟାସ ଜାରି ରହିଛି ।…
Read More...
Read More...