ଭାରତର ରାଷ୍ଟ୍ରପତିଙ୍କୁ ନେଇ ଅନେକ ରୋଚକ ତଥ୍ୟ
ନୂଆଦିଲ୍ଲୀ: ଭାରତର ୧୫ ତମ ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି। ଚଳିତ ମାସ ୨୫ ତାରିଖରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ। ତେଣୁ ସାମ୍ବିଧାନିକ ନିୟମ…
Read More...
Read More...