Browsing Tag

President

ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଓଡିଆ ପୁଅ ଶୁଭ୍ରକାନ୍ତ

ଭୁବନେଶ୍ୱର: ଆଜି ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଓଡିଆ ପୁଅ ଶୁଭ୍ରକାନ୍ତ ପଣ୍ଡା ।ଶନିବାର ଦିନ ଫେଡେରେସନ ଅଫ୍ କମର୍ସ ଚାମ୍ବରର ମୁଖ୍ୟ ଭାବେ ଶୁଭ୍ରକାନ୍ତ ପଣ୍ଡା ଦାୟିତ୍ୱ ନେଇଛନ୍ତି ।ସେ ପୂର୍ବରୁ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୋଇସ୍ ଲିମିଟେଡ୍(ଇମ୍ପା)ର ପରିଚାଳନା…
Read More...

ଓଡିଶାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱରରେ ୧୦.୫୧ରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି । ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅର୍ନର ଦିଆଯିବ । ଭାରତର ସବୋର୍ଚ୍ଚ ପଦ ରାଷ୍ଟପ୍ରତି ପଦରେ ବସିବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ…
Read More...

୩ ଜଣଙ୍କୁ ମିଳିଲା ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲେ ପୁରସ୍କାର

ନୂଆଦିଲ୍ଲୀ: ସୋମବାର ଦିନ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ୨୦୨୧ ପାଇଁ ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲେ ପୁରସ୍କାର ପ୍ରଦାନ କରାଯାଇଥିବା ୫୧ ନର୍ସିଂ ପ୍ରଫେସନାଲଙ୍କ ମଧ୍ୟରେ ଓଡିଶାର ତିନିଜଣ । ଦାମୟନ୍ତୀ ରାଉତ, ଖୁଲାନା ବାରିକ ଏବଂ ସିବାନୀ ଦାସ ଅଛନ୍ତି ।…
Read More...

ବିଧାୟକ ଓ ସାଂସଦଙ୍କୁ ବିବେକ ଭୋଟ ଦେବା ପାଇଁ କହିଲେ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ

ଭୁବନେଶ୍ୱର:  ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଆରମ୍ଭ ହେବାପରେ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ତାଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଯଶୱନ୍ତ ସିହ୍ନା କହିଛନ୍ତି, "ଏହି ନିର୍ବାଚନ ଦେଶର ଗଣତନ୍ତ୍ର ପାଇଁ ବାଟ ଫିଟିବ।…
Read More...

ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆପ୍

ଭୁବନେଶ୍ୱର: ଦେଶରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଆମ୍ ଆଦମୀ ପାର୍ଟି ସମର୍ଥନ ଦେବ । ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତି ଆମର ସମ୍ମାନ ଅଛି, କିନ୍ତୁ…
Read More...

“ଯଶୱନ୍ତଙ୍କ କଲ୍ ରିସିଭ୍ କଲେ ନାହିଁ ବିହାର ମୁଖ୍ୟମନ୍ତ୍ରୀ”

ଭୁବନେଶ୍ୱର: ଆଉ କିଛି ଦିନପରେ ଦେଶରେ ହେବ ରାଷ୍ଟ୍ରପତି ନିର୍ବାଚନ । ଦେଶ ପାଇବ ନୂଆ ରାଷ୍ଟ୍ରପତି । ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସମର୍ଥନ ମାଗିବା ପାଇଁ…
Read More...

ଜୁଲାଇ ୨୩ରେ ହେବ ରାଷ୍ଟ୍ରପତି କୋବିନ୍ଦଙ୍କ ବିଦାୟ ସମାରୋହ

ଭୁବନେଶ୍ୱର: ଦେଶ ପାଇବାକୁ ଜାଉଛି ନୂଆ ରାଷ୍ଟ୍ରପତି, ଅନ୍ୟପଟେ ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବିଦାୟ ସମାରୋହ ୨୩ ଜୁଲାଇରେ ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ବିଦାୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା…
Read More...

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଦେଲେ ବିବାଦୀୟ ବୟାନ

ଭୁବନେଶ୍ୱର: ଆଉ କିଛି ଦିନ ପରେ ଦେଶ ପାଇବ ନୂଆ ରାଷ୍ଟ୍ରପତି । ଅନ୍ୟପଟେ କଂଗ୍ରେସ ନେତା ଅଜୟ କୁମାର ଏକ ବିବାଦୀୟ ବୟାନ ଦେିଛନ୍ତି । ସେ କହିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ ଏକ ଭାରତର ଅତ୍ୟନ୍ତ ଭୁଲ ବିଚାରଧାରାକୁ ପ୍ରତିନିଧିତ୍ୱ କରୁଛନ୍ତି , ଏବଂ ତାଙ୍କୁ…
Read More...

ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ କିଏ ?

ଭୁବନେଶ୍ୱର: ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାରେ ଏବେ ଅସ୍ଥିରତା ଜାରିରହିଛି । ଗୋଟେ ପଟେ ଦେଶରେ ଖାଦ୍ୟ ଓ ଇନ୍ଧନ ସଙ୍କଟ, ଅନ୍ୟପଟେ ରାଜନୈତିକ ଅସ୍ଥିରତା ଜାରିରହିଥିବା  ବେଳେ  ଠିକ ଏଭଳି ସମୟରେ ଦେଶରୁ ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ । ପୂର୍ବରୁ ତାଙ୍କ ପଦରୁ…
Read More...

‘ବିଫ୍‌ ଫେଷ୍ଟିଭାଲ୍‌’ ଏବଂ ‘କିସ୍‌ ଅଫ୍‌ ଲଭ୍‌’କୁ ସମାଲୋଚନା କଲେ ଉପରାଷ୍ଟ୍ରପତି

(ଶୁଭସ୍ମିତା ଦାଶ): କିସ୍‌ କରିବାର ବା ଚୁମ୍ବନ ଦେବାର ଅଛି, ନିଜ ରୁମ୍‌ରେ ଯାଇ କିସ୍‌ କର, କିନ୍ତୁ ସର୍ବସାଧାରଣରେ ଏପରି କରିବା କ’ଣ ଦରକାର । ଏହା ଆମ ସଂସ୍କୃତି ଉପରେ ଖରାପ ପ୍ରଭାବ ପକାଉଛି । ଏଥିସହିତ ଜାତି, ଧର୍ମ, ଖାଦ୍ୟ ପସନ୍ଦ ଏବଂ ସଂସ୍କୃତିକୁ ନେଇ ଲାଗି ରହିଥିବା ସ୍ଥିତିରେ…
Read More...