ସ୍ୱାର୍ଥପର ବବି ! ଦଳ ନୁହେଁ, ତାଙ୍କ ପାଇଁ କ୍ଷମତା ବଡ଼
ମରଣ କାଳେ ବୀପରିତ ବୁଦ୍ଧି । କ୍ଷମତାଲୋଭୀ ବବିଙ୍କ ପାଇଁ ବିଜେଡି ଦୁଇ ଫାଳ । ୨୪ବର୍ଷର ସରକାରର ପତନ ପରେ ଦଳରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି,ହେଲେ ବବି ବାବୁ କିନ୍ତୁ କିଛି ବୁଝିବାକୁ ନାରାଜ । ଏଭଳି ସ୍ଥିତିରେ ବିଜେଡି ନେତାମାନେ ସଂଗଠିତ ହେବା ବଦଳରେ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି ।…
Read More...
Read More...