ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ଜଗତର ବେତାଜ୍ ବାଦଶାହ ପ୍ରଫୁଲ୍ଲ କର
ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତ ଜଗତର ବେତାଜ୍ ବାଦଶାହ ।ସ୍ୱର୍ଗଦ୍ୱାରରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ ସମ୍ପନ୍ନ । ରାଷ୍ଟ୍ରିୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଅନ୍ତିମ ସଂସ୍କାର। ପ୍ରଫୁଲ୍ଲଙ୍କ ବଡପୁଅ ମହାଦୀପ କର ଦେଲେ ମୁଖାଗ୍ନୀ ଦେଇଛନ୍ତି। ତେବେ ଅନ୍ତିମ ସଂସ୍କାରରେ…
Read More...
Read More...