Browsing Tag

prabhas

ନୂଆବର୍ଷରେ ରିଲିଜ୍ ହୋଇଛି ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟର

ନୂଆ ବର୍ଷ ଆରମ୍ଭ ହେବା ସହିତ ଚର୍ଚ୍ଚାରେ ଥିବା ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ପୁଣି ଥରେ ଏକ ନାଟକୀୟ ମୁହୂର୍ତ୍ତ ଘୋଷଣା କରିବା ପାଇଁ ବାଛିଛନ୍ତି। ରିଲିଜ ହୋଇଥିବା ପୋଷ୍ଟରରେ ପ୍ରଭାସ ଓ ତୃପ୍ତି ଡ଼ିମିରିଙ୍କୁ ଦେଖିବାକୁ…
Read More...

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି । ପ୍ରଭାସ ଏବେ ଯାଏ ଆକ୍ସନ ରୋମାନ୍ସରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଛୋଟରୁ ବଡ ଯାଏଁ ସବୁ ତାଙ୍କ ଫ୍ୟାନ୍ସ ଅଛନ୍ତି ।ଆଜି ପ୍ରଭାସଙ୍କ ଜନ୍ମ ଦିନରେ ତାଙ୍କ ସମ୍ପର୍କରେ କିଛି କଥା.. ଆପଣ ଏହା ଜାଣି…
Read More...