Browsing Tag

potato price hike

୧୨ ଟଙ୍କାରୁ ଅଧିକରେ ଆଳୁ ବିକ୍ରି କଲେ କଡା କାର୍ଯ୍ୟନୁଷ୍ଠାନ, ରାଜଧାନୀରେ ଚଢାଉ ଆରମ୍ଭ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ଆଳୁ ଓ ପିଆଜ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି। ଖୁଚୁରା ବ୍ୟବସାୟୀମାନେ ଯଦି ଆଳୁକୁ ୧୨ ଟଙ୍କାରୁ ଅଧିକ ଦରରେ ବିକ୍ରି କରନ୍ତି, ତେବେ ସେମାନଙ୍କ ବିରୋଧରେ ଜେଲ୍ ସହିତ କଡା କାର୍ଯ୍ୟନୁଷ୍ଠାନ ହେବ ବୋଲି ସଚେତନ କରାଯାଇଛି।…
Read More...

ପଶ୍ଚିମବଙ୍ଗରୁ ଆସିଲା ହଜାର ଟ୍ରକ ଆଳୁ : ଖାଉଟି ହେବେ ଖୁସି…

ଭୁବନେଶ୍ୱର : ଏଥର ଦୂର ହେବ ଆଳୁ ସଙ୍କଟ । ଶେଷରେ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଛାଡିଛନ୍ତି । ପଶ୍ଚିମବଙ୍ଗରୁ ଆଜି ହଜାରେ ଟ୍ରକ ଆଳୁ ଆସୁଛି । ଏହି ଆଳୁ ଟ୍ରକ ଓଡ଼ିଶାରେ ପହଞ୍ଚିବା ଆରମ୍ଭ ହୋଇସାରିଛି । ବାକି ପରିମାଣର ଆଳୁ ମଧ୍ୟ ଖୁବ ଜଲ୍ଦି ଓଡ଼ିଶାରେ ଆସି ପହଞ୍ଚିବ। ଜଗନ୍ନାଥଙ୍କ…
Read More...