ଯାନ୍ତ୍ରିକ ତ୍ରୁଟି ପାଇଁ ‘ପୋର୍ଟ ସୁଦାନ ଏୟାର ପୋର୍ଟ’ ରେ ବିମାନ ଦୁର୍ଘଟଣାଗ୍ରସ୍ତ
ଯାନ୍ତ୍ରିକ ତ୍ରୁଟି ପାଇଁ ରବିବାର ଦିନ ‘ପୋର୍ଟ ସୁଦାନ ଏୟାର ପୋର୍ଟ’ ରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ସିଭିଲ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ସେନାଙ୍କ ପ୍ରଣ ହାନି ହୋଇଥିବା କୁହାଯାଉଛି । ତେବେ ଏଥିରେ ଜଣେ କୁନି ଝିଅର ଜୀବନ ରକ୍ଷା ପାଇଥିବା…
Read More...
Read More...