Browsing Tag

Politics

ତେଲେଙ୍ଗାନା ସରକାରଙ୍କୁ ବଡ଼ ଝଟକା, କଂଗ୍ରେସରେ ସାମିଲ ହେଲେ ଅନେକ ନେତା

ନୂଆଦିଲ୍ଲୀ: ତେଲେଙ୍ଗାନା ସିଏମ କେସିଆର ପାର୍ଟି ବିଆରଏସକୁ ବଡ ଝଟକା । ସୋମବାର (ଜୁନ୍ ୨୬) ରେ ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲି କୃଷ୍ଣ ରାଓଙ୍କ ସମେତ ଅନେକ ନେତା କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ…
Read More...

ଝାରସୁଗୁଡ଼ାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଭୁବନେଶ୍ୱର: ଝାରସୁଗୁଡ଼ାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏୟାରପୋର୍ଟରେ ସ୍ୱାଗତ କଲେ ଦଳର ବରିଷ୍ଠ ନେତୃବୃନ୍ଦ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ଜେ.ପି ନଡ୍ଡା । ଆଜି ଝାରସୁଗୁଡ଼ାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ । ଝାରସୁଗୁଡା…
Read More...

ଆସନ୍ତାକାଲି ଉଦଘାଟିତ ହେବ ସଂସଦ ଭବନ

ନୂଆଦିଲ୍ଲୀ:ଆସନ୍ତାକାଲି ବାଚସ୍ପତିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ଏହାପୂର୍ବରୁ ସକାଳ ୭ଟାରୁ ଆରମ୍ଭ ହେବ ସମାରୋହ। ସକାଳ ୭ଟାରୁ ପୂଜା ଏବଂ ଅନ୍ୟ ରିତୀନୀତି ସହ ଆରମ୍ଭ ହେବ କାର୍ୟ୍ୟକ୍ରମ। ଏଥିପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି…
Read More...

ଦୁଇ ମନ୍ତ୍ରୀଙ୍କ ଦାୟିତ୍ୱରେ ରାଜସ୍ୱମନ୍ତ୍ରୀ

ଇସ୍ତଫା ଦେଇଥିବା ଦୁଇ ମନ୍ତ୍ରୀଙ୍କ ଦାୟିତ୍ୱରେ ପ୍ରମିଳା ।ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ଦୁଇ ବିଭାଗର ଦାୟିତ୍ୱ ।ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ଓ ଶ୍ରମମନ୍ତ୍ରୀ ଦେଇଥିଲେ ଇସ୍ତଫା ।ଇସ୍ତଫା ପରେ ଖାଲିପଡିଛି ମନ୍ତ୍ରୀ ପଦ ।ଇସ୍ତଫା ଦେଇଥିବା ଦୁଇ ମନ୍ତ୍ରୀଙ୍କ ଅତିରିକ୍ତ…
Read More...

କର୍ଣ୍ଣପାଳ ଉପନିର୍ବାଚନରେ ବିଜେପି ବାଜିମାତ

ଅନୁଗୁଳ :ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁଗୁଳ ଜିଲ୍ଲା ପାଳଲହଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତରେ ପରିଚାଳନା ତ୍ରୁଟି ହୋଇଥିଲା । ଶେଷରେ ମାମଲା ତାଳଚେର କୋର୍ଟରେ ପହଁଞ୍ଚିଥିଲା ।ଅନିୟମିତତା ନେଇ କୋର୍ଟ ନିଷ୍ପତି ଦେବା ପରେ ଅନୁଗୁଳ ଜିଲ୍ଲା…
Read More...

ଯଶିପୁର ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାପରିଷଦ ଉପନିର୍ବାଚନରେ ଯଶୀପୁର ବ୍ଲକ ୪୨ ନମ୍ବର ଜୋନରେ ବାଜିମାତ କରିଛି ବିଜେଡି । ସୁଜାତା ହୋ ବିଜେଡି ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି । ସୁଜାତା ହୋ ୧୩ ହଜାର ୫୦ ଖଣ୍ଡ ଭୋଟ ପାଇଛନ୍ତି ।ବିଜେଡି ପ୍ରାର୍ଥିନୀ ସୁଜାତା ହୋ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସବିତା…
Read More...

ଓଡ଼ିଶା ଆସିପାରନ୍ତି ନୀତିଶ କୁମାର

ଭୁବନେଶ୍ୱର:ଆସନ୍ତା ୫ ତାରିଖ ଓଡ଼ିଶା ଆସିପାରନ୍ତି ନୀତିଶ କୁମାର ।ଏହି ସମୟରେ ନୀତିଶ କୁମାର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କର ନଜର ରହିବ । କାରଣ ବିହାର ମଖ୍ୟମନ୍ତ୍ରୀ ନୀତାଶ କୁମାର ତୃତୀୟ…
Read More...

ପ୍ରକାଶ ସିଂ ବାଦଲଙ୍କ ପରଲୋକ

ପଞ୍ଜାବ:ପଞ୍ଜାବର ପୂର୍ବତମ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ । ୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି ।ପଞ୍ଜାବର ୫ ଥର ମୁଖ୍ୟମନ୍ତ୍ରୀ ଥିଲେ ପ୍ରକାଶ ସିଂ ବାଦଲ । ଛାତିରେ ଯନ୍ତ୍ରଣା ହେତୁ ସପ୍ତାହେ ତଳେ ସେ ମୋହାଲିର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ସେ…
Read More...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ ,ଆୟ ବହିର୍ଭୂତ ସମ୍ପତି ଠୁଳ…

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ ଦାଖଲ । ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ୩ ହଜାର ପୃଷ୍ଠାର ଚାର୍ଜସିଟ୍ରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ…
Read More...

ଝାରସୁଗୁଡା ପାଇଁ ନାମାଙ୍କନ ସରିଲା, ଆଜି ତାଲିକା ପ୍ରକାଶ ପାଇବ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଶୁକ୍ରବାର ସଂଧ୍ୟା ସୁଦ୍ଧା ଯାଞ୍ଚ ଶେଷ ହେବା ସହ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ବିଜେଡି, ବିଜେପି ଓ କଂଗ୍ରେସ…
Read More...