Browsing Tag

Politics

୧୨ ବର୍ଷ ପୁରୁଣା ମାମଲାରେ ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ; ଯାଇପାରେ ସଂସଦର ସଦସ୍ୟତା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହଟାୱାରୁ ବିଜେପି ସାଂସଦ ରାମ ଶଙ୍କର କଠେରିଆ ଏକ ମାମଲାରେ ଆଗ୍ରା କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସାଂସଦ-ବିଧାୟକ କୋର୍ଟ କଠେରିଆଙ୍କୁ ଧାରା ୧୪୭ ଏବଂ ୩୨୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଜେପି ସାଂସଦ ଭଙ୍ଗାରୁଜା ଓ ଦଙ୍ଗା ଭଳି ପରିସ୍ଥିତି…
Read More...

ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥାକୁ ସମର୍ଥନ କରିବନି ବିଜେଡ଼ି

ଭୁବନେଶ୍ୱର: ସଂସଦରେ ଅନାସ୍ଥାକୁ ବିରୋଧ କରିବ ବିଜେଡି । ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥାକୁ ସମର୍ଥନ କରିବ ନାହିଁ ବିଜୁ ଜନତା ଦଳ । ଏନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ଦଳୀୟ ସାଂସଦଙ୍କୁ ହ୍ୱିପ୍…
Read More...

କ୍ୱିନ ଗାଙ୍ଗଙ୍କ ସ୍ଥାନରେ ୱାଙ୍ଗ୍ ୟିଙ୍କୁ ଦେଶର ନୂଆ ବୈଦେଶିକ ମନ୍ତ୍ରୀ ରୂପେ ନିଯୁକ୍ତି

ବ୍ୟୁରୋ: ଏବେ ଚୀନର ନୂଆ ବୈଦେଶିକ ମନ୍ତ୍ରୀ ହେଲେ ୱାଙ୍ଗ ୟି । ଚିନର ବୈଦେଶିକ ମନ୍ତ୍ରୀ କ୍ୱିନ ଗାଙ୍ଗଙ୍କ ସ୍ଥାନରେ ୱାଙ୍ଗ୍ ୟିଙ୍କୁ ଦେଶର ନୂଆ ବୈଦେଶିକ ମନ୍ତ୍ରୀ ରୂପେ ନିଯୁକ୍ତି କରାଯାଇଛି । ସୂଚନା ଅନୁଯାୟୀ , ପୂର୍ବତନ ବୈଦେଶିକ ମନ୍ତ୍ରୀ ଗାଙ୍ଗ ଦୀର୍ଘ ଏକ ମାସ ହେବ ସର୍ବ ସାଧାରଣରେ…
Read More...

ମନ୍ତ୍ରୀ ପଦରୁ ହଟିଲେ ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ; ଦୀର୍ଘ ଦିନ ଧରି ଥିଲେ ନିଖୋଜ

ବ୍ୟୁରୋ ରିପୋର୍ଟ: ନ୍ୟୁଜ୍ ଏଜେନ୍ସି ଇୠଚ ରାଜ୍ୟ ଗଣମାଧ୍ୟମର ଉଦ୍ଧେଶ୍ୟରେ କହିଛି ଯେ ଚୀନ୍ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଚୀନ୍ର ସର୍ବୋଚ୍ଚ ବିଧାନସଭା ମଙ୍ଗଳବାର ଦିନ ଏକ ଅଧିବେଶନ ଡକାଇ ଅପରାଧିକ ଆଇନ ସଂଶୋଧନ ତଥା ସରକାରୀ…
Read More...

ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ ହେବେ ଛତିଶଗଡର ଅନେକ ସମ୍ପ୍ରଦାୟ; ରାଜ୍ୟସଭାରେ ଆଗତ ହେଲା ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ମଣିପୁର ହିଂସାକୁ ନେଇ ସଂସଦରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ଛତିଶଗଡର ଅନେକ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ବିଲ୍ ଆଗତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଯେତେବେଳେ ରାଜ୍ୟସଭାର ପ୍ରକ୍ରିୟା ପୁନଃ ଆରମ୍ଭ ହେଲା,…
Read More...

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ୟ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ…
Read More...

ଶଙ୍ଖ ଭବନରେ ହେବ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ଶଙ୍ଖ ଭବନ ଠାରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ଛାତ୍ର ସଂଗଠନ ଉପସ୍ଥିତ ରହିବା ସହ ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହେବ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଉଦବୋଧନ ଓ ଦିଗଦର୍ଶନ ଦେବେ ।…
Read More...

ଆସନ୍ତାକାଲି ଫ୍ରାନ୍ସ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜୁଲାଇ ୧୩ ରୁ ତିନି ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଫ୍ରାନ୍ସ ଏବଂ ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତରେ ଯିବେ। ଏହି ଗସ୍ତର ପ୍ରଥମ ପର୍ୟ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୩ ଏବଂ ୧୪ ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ…
Read More...

ଜନ ଶୁଣାଣି ଅଭିଯୋଗ ମୋ ସରକାର ଅଧୀନକୁ ଆସିବା ଉପରେ ବିଜେପି ସାଧାରଣ ସମ୍ପାଦକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ମୋ ସରକାର ଅଧୀନକୁ ଆସିବ ଜନ ଅଭିଯୋଗ ଶୁଣାଣି । ଆସନ୍ତା ମାସରୁ ଲୋକଙ୍କୁ ଫୋନ କରି ଅଭିଯୋଗର ସମାଧାନ ପଚାରି ବୁଝିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରୁଛନ୍ତି। ଏହି…
Read More...

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ଗଣନା; ଆଗରେ ଟିଏମସି

କୋଲକାତା: ଆଜି (ଜୁଲାଇ ୧୧) ହେଉଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳର ଦିନ ।  ଅନେକ ହିଂସା ଘଟଣା ମଧ୍ୟରେ ଜୁଲାଇ ୮ ଏବଂ ୧୦ ରେ ହୋଇଥିବା ଭୋଟ୍ ଗଣନା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ଗ୍ରାମାଞ୍ଚଳରେ ୭୩,୮୮୭ ସିଟ୍ ପାଇଁ ଭୋଟରମାନେ ଭୋଟ୍ ଦେଇଛନ୍ତି। ୮ ଜୁଲାଇରେ…
Read More...