Browsing Tag

Politics

ଜୟଦେବ ଜେନାଙ୍କ ବଡ ବୟାନ : ୨୦୨୯ରେ ଏକାକୀ ଆସିବ କଂଗ୍ରେସ

ଭୁବନେଶ୍ୱର : ପୂର୍ବତ୍ତନ ପିସିସି ସଭାପତି ତଥା ଦଳର ଅନ୍ୟତମ ବରିଷ୍ଠ ନେତା ଜୟଦେବ ଜେନାଙ୍କ ବୟାନ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ସେ କହିଛନ୍ତି , କଂଗ୍ରେସ ରେ ସବୁକିଛି ଠିକଠାକ ଚାଲିଛି କୌଣସି କନ୍ଦଳ ନାହିଁ । କିନ୍ତୁ ନିକଟରେ ଦଳର ହେବିୱେଟ ତାର ବାହିନୀ ପାଟି ଓ ପଞ୍ଚାନନ…
Read More...

ଆଜି ହୋଇପାରେ ବଡ ପରିବର୍ତ୍ତନ : ବିଜେପିରେ ଯୋଗ ଦେଇପାରନ୍ତି ଚମ୍ପାଇ ସୋରେନ !

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ରାଜନୀତିରେ ବଡ ହଲଚଲ । ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦିଳ୍ଲୀ ଗସ୍ତ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି ଯେ, ଆଜି ଜେଏମଏମ ଛାଡି ଚମ୍ପାଇ ସୋରେନ ବିଜେପିରେ ଯୋଗଦାନ କରିପାରନ୍ତି । ନିଜର ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ…
Read More...

ଚଳିତ ମାସ ଶେଷ ସୁଦ୍ଧା ହୋଇପାରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : ଆରଏସଏସର ଶୀର୍ଷ ନେତୃତ୍ୱ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ବୈଠକ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେପି ସାଧାରଣ ସମ୍ପାଦକ ମଧ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ସେପଟେ ଆରଏସଏସ ପକ୍ଷରୁ…
Read More...

ଜୟା ବଚ୍ଚନ ଓ ଜଗଦୀପ ଧନଖରଙ୍କ କଥା କଟାକଟି : କମ୍ପିଲା ଗୃହ

ନୂଆଦିଲ୍ଲୀ : ଜୟା ବଚ୍ଚନଙ୍କ ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ଉତ୍ତେଜନା ଦେଖାଦେଇଥିଲା। ମନ୍ତବ୍ୟକୁ ନେଇ ଚେୟାରମ୍ୟାନ୍ ଜଗଦୀପ ଧନଖର ରାଗି ଯାଇଥିଲେ। ବିରୋଧୀ ଦଳ ବାହାରକୁ ଚାଲିଆସିଥିଲେ ଏବଂ ଗୃହରେ ଜେପି ନଡ୍ଡା ନିନ୍ଦା ପ୍ରସ୍ତାବ ଆଣିଥିଲେ । ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା…
Read More...

ସରକାରଙ୍କୁ ଜଗିବେ ନବୀନଙ୍କ ଛାୟା ମନ୍ତ୍ରୀ ମଣ୍ଡଳ, ୫୦ ବିଧାୟକ ଜଗିବେ ୪୦ ବିଭାଗ

ଭବନେଶ୍ୱର : ବିରୋଧୀ ଦଳ ପାଇଁ ନୂଆ ମଡେଲ ଆଣିଲେ ନବୀନ | ରାଜ୍ୟରେ ବିଜେପି ସରକାରକୁ ଜଗିବା ପାଇଁ ନବୀନ ଗଢିଲେ ଛାୟା ମନ୍ତ୍ରୀ ମଣ୍ଡଳ | ଆସନ୍ତା 22 ତାରିଖରେ ଆରମ୍ବ ହେବାକୁ ଯାଉଛି ବିଧାନସଭା | ଏହା ପୂର୍ବରୁ ଦଳର ୫୦ ବିଧାୟକଙ୍କୁ ବାଣ୍ଟିଛନ୍ତି ସରକାରଙ୍କ ବିଭିନ୍ନ ବିଭାଗ। ବିଧାୟକମାନେ…
Read More...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ

ଭୁବନେଶ୍ବର : ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ଆସନ ଲାଗି ମତଦାନ ହେଉଛି । ସେହିଭଳି ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ପାଇଁ ଆଜି ମତଦାନ ହେଉଛି । ତାମିଲନାଡୁର ସମସ୍ତ…
Read More...

ନିର୍ବାଚନ ପୂର୍ବରୁ ନିମଖଣ୍ଡି ଥାନା ପୁଲିସର ଫ୍ଲାଗ ମାର୍ଚ୍ଚ

ଗଞ୍ଜାମ / ରଜନୀକାନ୍ତ ପାତ୍ର: ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏଥିପୂର୍ବରୁ ସମସ୍ତ ବିଭାଗ ପକ୍ଷରୁ ମକ୍‌ଡ୍ରିଲ ଓ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ ଶାନ୍ତିଶୃଙ୍ଖଳ ଶୃଙ୍ଖଳା ବଜାୟ ରଖିବା ସହ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ସଜାଗ ରହିଛି…
Read More...

ଆସନ୍ତାକାଲି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ

ମଧ୍ୟପ୍ରଦେଶ :ଆସନ୍ତା କାଲି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ନେବେ ମୋହନ ଯାଦବ । ବିଜେପି ବିଧାୟକ ଦଳ ବୈଠକରେ ନେତା ଘୋଷଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜଭବନ ଯାଇ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…
Read More...

ଖୁବଶୀଘ୍ର ଗଠନ ହୋଇପାରେ ଓଡିଶା ବିଧାନ ପରିଷଦ

ପୁଣିଥରେ ଚର୍ଚ୍ଚାରେ ଓଡିଶା ବିଧାନପରିଷଦ ଗଠନ ପ୍ରସଙ୍ଗ । ଖୁବଶୀଘ୍ର ବିଧାନ ପରିଷଦକୁ ଅନୁମୋଦନ ମିଳିପାରେ ବୋଲି କୁହାଯାଇଛି । ଏଥିପାଇଁ ଶୀତ ଅଧିବେଶନରେ ସଂସଦରେ ବଲ୍ ଆଣିପାରନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏନେଇ ଆଲୋଚନା ଶେଷ ହୋଇଥିବା କୁହାଯାଉଛି । ତେବେ ବିଧାନ ପରିଷଦ…
Read More...

ମହିଳାଙ୍କ ଯନ୍ତ୍ରଣା ଗମ୍ଭିରତା ସହ ନିଆଯାଉ; ଡିଏମକେ ନେତ୍ରୀ କାନିମୋଝି

ବ୍ୟୁରୋ : ଭାରତରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ସଂସଦରେ ଡିଏମକେ ନେତ୍ରୀ କାନିମୋଝିଙ୍କ ମନ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ‘ମଣିପୁର ହେଉ କି ରାଜସ୍ଥାନ କିମ୍ବା ଦିଲ୍ଲୀ, ଯେକୌଣସି ସ୍ଥାନରେ ମହିଳାମାନେ ଯନ୍ତ୍ରଣା ଭୋଗୁଛନ୍ତି, ଆମକୁ ଏହାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ।…
Read More...