Browsing Tag

Politics

ସେଦିନ ଛୋଟା ଆଜି ଚାଙ୍ଗା

ବ୍ୟୁରୋ-: ସର୍ବ ଗୁଣ ସମ୍ପନ୍ନ ବବି । ରାଜନୀତିରେ ଯେମିତି ବିଚକ୍ଷଣ, ଅଭିନୟ ମଧ୍ୟ ତାଙ୍କର ଆହୁରି ଚମତ୍କାର । ମିଛ ରବର ଗୁଳିରେ ଆହତ ହୋଇଥିବା ପ୍ରଣବ ପ୍ରକାଶ ଦାଶ ବା ବବି ଭାଇଙ୍କ ଡ୍ରାମା ସତରେ ସମସ୍ତଙ୍କ ଠାରୁ ୟୁନିକ୍ । ବିଜେଡିର ଲୋକସେବା ଭବନ ଘେରାଉ ବେଳେ ବବି, ଯେ କେମିତି ଆହତ ହେଲେ…
Read More...

କଂଗ୍ରେସ ସାଂସଦଙ୍କ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବ ଦଳ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଶଶି ଥରୁରଙ୍କୁ ନେଇ ବଢିଲାଣି ଚର୍ଚ୍ଚା । ଦଳରୁ ଖୁବଶୀଘ୍ର ବିଦାୟ ନେଇପାରନ୍ତି କଂଗ୍ରେସ ବିଧାୟକ ଶଶି ଥରୁର । ଏନେଇ ଚିନ୍ତା ଘେରରେ ପଡ଼ିଲାଣି ଦଳ । ଅପରେସନ ସିନ୍ଦୁରକୁ ନେଇ ଭାରତ ସରକାର ଥରୁରଙ୍କୁ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବାର ଦାୟିତ୍ୱ ଦିଆଯାଇଛି।…
Read More...

ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖାକୁ ନେଇ ବଡ଼ ପଦକ୍ଷେପ ନେବେ ସରକାର ।

ଭୁବନେଶ୍ବର: ମମତାଙ୍କୁ ଆଇନ ମନ୍ତ୍ରୀଙ୍କ ଟାର୍ଗେଟ । ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗକୁ ନେଇ ବଡ଼ କଥା କହିଛନ୍ତି ଆଇନମନ୍ତୀ ପୃଥିରାଜ ହରିଚନ୍ଦନ । ପଶ୍ଟିମବଙ୍ଗ ସରକାରଙ୍କୁ ଖୁଲମଖୁଲା ଟାର୍ଗେଟ କରିବା ସହିତ ତାଙ୍କ ଉପରେ ବର୍ଷିଛନ୍ତି ଆଇନମନ୍ତୀ । ଖୁବଶୀଘ୍ର ଆଇନଗତ…
Read More...

ଡିଏମକେ କୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା

ତାମିଲନାଡୁରେ ଶାସକ ଡିଏମକେ କୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା କରିଛି । ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ  ପାଇଁ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଏଡିଏମକେ(ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାଭିଡ଼ ମୁନ୍ନେତ୍ର କାଝାଗମ) ସହିତ ମେଣ୍ଟ କରିଛି । ଉଭୟ ଦଳ ପକ୍ଷରୁ ଶୁକ୍ରବାର ଏ ନେଇ ଘୋଷଣା…
Read More...

‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା

ଭୁବନେଶ୍ୱର-: ବିଜେଡି ଭିତରେ ଏବେ ପୂରା ଗୋଳମାଳିଆ ସ୍ଥିତି । ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ସମର୍ଥନ ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି । ଯୁବ ନେତା ଓ ବରିଷ୍ଠ ନେତାମାନେ ଅଲଗା ଅଲଗା ଭାବେ ବୈଠକ କରିବା ନେଇ ଚର୍ଚ୍ଚା ହେଉଥିବାବେଳେ ମୁହଁ ଖୋଲିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡିର…
Read More...

ପାଣ୍ଡିଆନ ପାଈଁ ଲୋକପ୍ରିୟ ସରକାର ଚାଲିଗଲା : ପ୍ରସନ୍ନ ପାଟ୍ଟଶାଣୀ

ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ ବୟାନ କହିଲେ ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି । ଅମର ଶତାପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି ।…
Read More...

ବିବାଦ ପରେ ଦିନକୁ ବିକ୍ରି ହେଉଛି ସାଢେ ୩ଲକ୍ଷରୁ ଅଧିକ ତିରୁପତି ଲଡୁ….

ବ୍ୟୁରୋ : ବିବାଦ ପରେ ବି ଜୋରସୋର ବିକ୍ରି ହେଉଛି ତିରୁପତି ମନ୍ଦିରର ଲଡୁ । ମନ୍ଦିର ଅଧିକାରୀଙ୍କ କହିବା ଅନୁଯାୟୀ, ମାତ୍ର ୪ ଦିନ ମଧ୍ୟରେ ବିକ୍ରି ହୋଇଛି ୧୪ଲକ୍ଷରୁ ଅଧିକ ଲଡୁ। ଏକ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୯ ତାରିଖରେ ୩.୫୯ ଲକ୍ଷ ଲଡୁ ବିକ୍ରି ହୋଇଥିବା ବେଳେ ୨୦ ତାରିଖରେ ୩.୧୭…
Read More...

ଶୂନ୍ୟକାଳରେ ବିଜେଡିର ତିନୋଟି ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ଉତ୍ତର ଦାବି

ଭୁବନେଶ୍ୱର : ଅଳ୍ପ ଦିନ ମଧ୍ୟରେ ଶେଷ ହେବ ବଜେଟ ଅଧିବେଶନ । ଏହାରି ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ବକ୍ତବ୍ୟ ବେଳେ ସଂସଦୀୟ ମନ୍ତ୍ରୀ କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବା ପାଇଁ, ଏହି ପ୍ରସଙ୍ଗକୁ ବିଜେଡି ନେତା ଗୃହର ବିବରଣୀରୁ ହଟାଇବା ପାଇଁ କହିଥିଲେ ଏବଂ…
Read More...

ରାଜ୍ୟସଭା ନିର୍ବାଚନ : କାହିଁକି ଦୁଇ ଜଣଙ୍କୁ ପ୍ରାର୍ଥୀ କଲା ବିଜେପି ?

ଭୁବନେଶ୍ୱର : ଆଜି ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ। କେବଳ ସେ ନୁହନ୍ତି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଓ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମମତା ନାମାଙ୍କନ…
Read More...

ଜୟଦେବ ଜେନାଙ୍କ ବଡ ବୟାନ : ୨୦୨୯ରେ ଏକାକୀ ଆସିବ କଂଗ୍ରେସ

ଭୁବନେଶ୍ୱର : ପୂର୍ବତ୍ତନ ପିସିସି ସଭାପତି ତଥା ଦଳର ଅନ୍ୟତମ ବରିଷ୍ଠ ନେତା ଜୟଦେବ ଜେନାଙ୍କ ବୟାନ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ସେ କହିଛନ୍ତି , କଂଗ୍ରେସ ରେ ସବୁକିଛି ଠିକଠାକ ଚାଲିଛି କୌଣସି କନ୍ଦଳ ନାହିଁ । କିନ୍ତୁ ନିକଟରେ ଦଳର ହେବିୱେଟ ତାର ବାହିନୀ ପାଟି ଓ ପଞ୍ଚାନନ…
Read More...