Browsing Tag

political

ଉପ-ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିବାରୁ କର୍ଣ୍ଣାଟକ ବିଧାନ ସଭାରୁ ବିଧାୟକଙ୍କୁ ନିଲମ୍ବିତ

କର୍ଣ୍ଣାଟକରେ ଚାଲିଛି ବିଧାନସଭା ଅଧିବେଶନ । ଏହାରି ଭିତରେ ବିଜେପିର ୧୦ ଜଣ ବିଧାୟକଙ୍କୁ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି । ସୂଚନା ଅନୁଯାୟୀ ସେମାନେ ଗୃହ ଚାଲିଥିବାବେଳେ ଉପବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ । ବିରୋଧୀ ଦଳଙ୍କ ବୈଠକକୁ ଜଣେ ଆଇଏଏସ ଅଧିକାରୀଙ୍କୁ…
Read More...

ଅଡୁଆରେ ପଡ଼ି ପାରନ୍ତି ପ୍ରତାପ ଦେବ

-୨୦୨୪ ନିର୍ବାଚନରେ ସମ୍ମୁଖୀନ ହେବେ କଡ୍ଡା ଟକ୍କରର -ଜିତିବା କାଠିକର ବ୍ୟାପାର ହୋଇ ଯିବ ପ୍ରତାପ ଦେବଙ୍କ ପାଇଁ - କଂଗ୍ରେସ ଓ ବିଜେପି ମିଶିକି ପକାଇବେ ଅଡ଼ୁଆରେ - ଖରସ୍ରୋତା ଜଳପ୍ରକଳ୍ପର ପ୍ରତିଶୋଧ ନେବେ ଭୋଟର - କୃଷ୍ଣଚନ୍ଦ୍ର ପଣ୍ଡା ହେବେ ନିର୍ବାଚନର କି ଫ୍ୟାକ୍ଟର ଆସନ୍ତା…
Read More...

ତ୍ରିପୁରା ଏବଂ ନାଗାଲାଣ୍ଡରେ ମେଣ୍ଟରେ ଜିତି ସରକାର ଗଢିବ ବିଜେପି, ହେଲେ ମେଘାଳୟରେ ଅଟକିିଲା ବିଜେପି ଭାଗ୍ୟ

ବ୍ୟୁରୋ : ଉତ୍ତରପୂର୍ବର ତିନିଟି ରାଜ୍ୟର ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳ ଏବେ ସାମ୍ନାକୁ ଆସିଛି । ତିନୋଟି ରାଜ୍ୟରେ ୬୦ ଲେଖାଏଁ ବିଧାନସଭା ଆସନ ଥିବା ବେଳେ ତ୍ରିପୁରା ଏବଂ ନାଗାଲାଣ୍ଡରେ ୬୦ ଟି ଆସନ ଓ ମେଘାଳୟରେ ୫୯ ପାଇଁ ମତଦାନ ହୋଇଥିଲା । ମତଦାନ ପରେ ଏକଜିଟ ପୋଲ ଯେଉଁ…
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଅସୁସ୍ଥ । ଗତକାଲି ଦିଲ୍ଲୀର ସାର ଗଙ୍ଗା ରାମ ଡାକ୍ତରଖାନାରେ ସୋନିଆଙ୍କୁ ଭର୍ତ୍ତି କରାଯାଇଛି । ତେବେ ସୋନିଆଙ୍କୁ ଭାଇରାଲ ଶ୍ୱାସକ୍ରିୟା ସଂକ୍ରମଣ ହୋଇଛି । ହସ୍ପିଟାଲର ଛାତି ବିଭାଗର ଡାକ୍ତର ଅରୁପ ବସୁ ଓ ତାଙ୍କ ଟିମର…
Read More...

ଛାତ୍ର କଂଗ୍ରେସକୁ ପଡ଼ିଲା ମହଙ୍ଗା , ଅଣ୍ଡା ମାଡ଼ ପାଇଁ ୩୦୭ ଦଫା

ଭୁବନେଶ୍ୱର/ହରପ୍ରସାଦ ବିଷୋଇ: ନବୀନ ନିବାସ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ଘେରାଉ କରିବା ଛାତ୍ର କଂଗ୍ରେସକୁ ପଡ଼ିଲା ମହଙ୍ଗା । ଆନ୍ଦୋଳନକାରୀ ଛାତ୍ର କଂଗ୍ରେସ ନେତାଙ୍କ ବିରୋଧରେ ପୋଲିସ ଲଗାଇଲା ଦଫା ୩୦୭ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ…
Read More...

ସମ୍ପତ୍ତି ତାଲିକା ଦେଲେନି କୈାଣସି ନେତା

ଭୁବନେଶ୍ୱର:-କ୍ୟାବିନେଟ୍ ନିଷ୍ପତିକୁ ମାନିଲେନି । ସିଧା ସିଧା ଫୁ କରି ଉଡାଇଦେଲେ ନେତା । ନିର୍ବାଚିତ ଲୋକ ପ୍ରତିନିଧିମାନେ ନିଜର ବାର୍ଷିକ ତାଲିକା ଦେଇନାହାନ୍ତି । ଯାହାକୁ ନେଇ ଏବେ ବିରୋଧୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ୨୦୨୦ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି…
Read More...