Browsing Tag

political news

ତାଳଚେର ବିକାଶ ପାଇଁ ଦଳମତ ଉର୍ଧ୍ଵରେ ଜନତାଙ୍କ ସେବା କର: ସାଂସଦ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦର ନବନିର୍ବାଚିତ ନଗରପାଳ ଓ କାଉନ୍‌ସିଲର ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଭେଟି ତାଙ୍କର ସହଯୋଗ କାମନା କରିଛନ୍ତି । ସାଂସଦଙ୍କ ଥର୍ମାଲ୍ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ନୂତନ ନଗରପାଳ ପବିତ୍ର ଭୂତିଆ, ଉପନଗରପାଳ ଶୁଭଶ୍ରୀ…
Read More...

ବିଜେଡିର ରାଜ୍ୟସଭା ରେସ୍- କାହାକୁ ବାଛିବେ ପାର୍ଟି ହାଇକମାଣ୍ଡ ନବୀନ

ଭୁବନେଶ୍ୱର: ବିଜେଡି ଶିବିରରେ ଆରମ୍ଭ ହୋଇଛି ରାଜ୍ୟସଭା ରେସ୍ । ଆସନ୍ତା ଜୁଲାଇରେ ସରୁଛି ୩ ଓଡିଆ ସାଂସଦଙ୍କ କାର୍ଯ୍ୟକାଳ । ଖାଲି ହେବ ଓଡିଶାର ୩ ରାଜ୍ୟସଭା ଆସନ । ଏଥି ସହିତ କଟକ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାସ ସିଂଙ୍କ ଆସନ ବି ହେବ ଖାଲି । ତେବେ ଏହି ୪ଟି ଆସନ ଆସନ ପାଇଁ କିଏ…
Read More...

ସୋନପୁରରେ ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଦାୟିତ୍ବ ଗ୍ରହଣ

ସୋନପୁର/ ଓମପ୍ରକାଶ ମିଶ୍ର : ପୌର ପରିଷଦର ନୂତନ ପୌରାଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ । ସୋନପୁରରେ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ତାମସି ତାମସ୍ମିତା ନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବାହ୍ନରେ ପୌର କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ…
Read More...

ତହସିଲ ଅଫିସ ଆଗରେ ସାମ୍ବାଦିକଙ୍କ ଧାରଣା ଘଟଣା: ଅଭିଯୋଗ ପ୍ରତ୍ୟାହୃତ ନେଇ ତହସିଲଦାରଙ୍କ ପ୍ରତିଶୃତି

କେନ୍ଦ୍ରାପଡ଼ା/ସଞ୍ଜୟ ବାରିକ: କାର୍ଯ୍ୟରତ ସାମ୍ବାଦିକଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ lତେବେ ଏହି ଘଟଣାରେ ଧାରଣାରତ ସାମ୍ବାଦିକଙ୍କ ନାଁ'ରେ ହୋଇଥିବା ଅଭିଯୋଗ ପ୍ରତ୍ୟାହୃତ ନେଇ ପ୍ରତିଶୃତି ଦେଇଛନ୍ତି ତହସିଲଦାର l ଦୀର୍ଘ ୧ ଘଣ୍ଟା କାଳ ସାମ୍ବାଦିକଙ୍କ ସହ ଆଲୋଚନା ପରେ…
Read More...

ୱାର୍ଡ ନମ୍ବର ୩୪: ଜୟଙ୍କ ପାଇଁ ବିଜୟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନମ୍ବର ୩୪ । ମଧ୍ୟ ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ୱାର୍ଡ । ଚଳିତ ଥର କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ଏହି ଆସନ ସଂରକ୍ଷିତ ଥିଲା । ୱାର୍ଡରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ନିର୍ବାଚନ ପୂର୍ବରୁ ଅନେକ ଆଲୋଚନା ହେଉଥିଲା ।…
Read More...

ଦାୟିତ୍ୱ ଗ୍ରହଣ କଲେ ନବନିର୍ବାଚିତ ବିଜୟ ପ୍ରାର୍ଥୀ

ବାଲିଗୁଡ଼ା/ ବନବାସୀ ପ୍ରଧାନ: ବାଲିଗୁଡା ଏନଏସିର ନବନିର୍ବାଚିତ ବିଜୟ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଗୋବିନ୍ଦ ପ୍ରଧାନ ଶିକ୍ଷକରୁ ଜନ ସେବା କରିବାକୁ ମନା ବଳାଇ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ସମସ୍ୟା ଯଥା- ପାନୀୟଜଳ,…
Read More...

ମହାଲିଙ୍ଗରୁ ଦୟାଲ ଆଶ୍ରମ: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପିଛା ଛାଡ଼ୁନି ବିବାଦ !

ଭୁବନେଶ୍ୱର: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପିଛା ଛାଡ଼ୁନି ବିବାଦ । ରାଜ୍ୟରେ ମମିତା ପରେ ଏବେ ଦେଖାଦେଇଛି ମାନସ ଝଡ଼ । ପୁଣି ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘେରିଛନ୍ତି ବିରୋଧୀ ।ତେବେ ଏଠାରେ ପ୍ରଶ୍ନ ଉଠୁଛି ମହାଲିଙ୍ଗ କଲେଜ ସହ ଦୟାଲ ଆଶ୍ରମର କଣ ରହିଛି ଲିଙ୍କ? ଆଶ୍ରମକୁ ଏତେ ଝିଅ…
Read More...

ବିଜେଡି କାର୍ଯ୍ୟାଳୟରେ ନବ ନିର୍ବାଚିତ ସରପଞ୍ଚ ଏବଂ ନୋମିନିଙ୍କ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକର ରାମପୁରରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବ୍ଲକର ସମସ୍ତ ନବନିର୍ବାଚିତ ସରପଞ୍ଚ ଏବଂ ସରପଞ୍ଚ ନୋମିନି ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ରମେଶ ପୂଜାରୀ,…
Read More...

ଯୋଗୀରାଜ@2.0: ହୋଲି ପରେ ନୂତନ ସରକାର ଗଢ଼ିବେ ଯୋଗୀ ! ରବିବାର କରିବେ ଦିଲ୍ଲୀ ଗସ୍ତ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ର ଦମଦାର ବିଜୟ ପରେ ଉତ୍ତରପ୍ରଦେଶର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ଦିଲ୍ଲୀ ଗସ୍ତ କରିବେ । ଏହି ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର…
Read More...