Browsing Tag

political news odisha

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବାସହ ବିଲ୍ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ କମିଟି…
Read More...

ଆଫ୍ରିକାର ପର୍ବତ ଶୃଙ୍ଗରେ ନାଗାର୍ଜୁନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ କଲେ ପୁରୀ ପୁଅ ଚିନ୍ମୟ

(ପୁରୀ/ଜୟନ୍ତ କୁମାର ସେଠୀ): ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ କରିଛନ୍ତି। ଗୁରୁବାର ଦିନ ଚିନ୍ମୟ ଏହି ଶୃଙ୍ଗ ଆରୋହଣ କରି ନାଗାର୍ଜୁନ ବେଶ ସହ ଜାତୀୟ…
Read More...

ଟ୍ରକ ଚାପାରେ ହେଲ୍ପର ମୃତ, ଡ୍ରାଇଭର ଫେରାର

ବାଲେଶ୍ୱର: ଟ୍ରକ ପାର୍କିଙ୍ଗ କରୁଥିଲା ବେଳେ ଟ୍ରକ ଚାପାରେ ହେଲ୍ପର ମୃତ୍ୟୁ । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାହାର୍ଦା ବଜାର ଠାରେ ଥିବା ଏକ ସିମେଣ୍ଟ ଗୋଦାମ ସାମ୍ନାରେ ଟ୍ରକ ପାର୍କିଙ୍ଗ କରୁଥିଲା ବେଳେ, ଟ୍ରକର ପଛରେ ଥିବା ହେଲ୍ପର…
Read More...

ଟାଟା ପାୱାରର ଅଘୋଷିତ୍ ବିଦ୍ୟୁତ୍ କାଟ ଓ ବିନା ମିଟର ରିଡିଙ୍ଗିରେ ଧମକ ଦେଇ ବିଲ ଆଦାୟ

(ମୟୂରଭଞ୍ଜ/ସତ୍ୟନାରାୟଣ ପାଲ): ଜିଲ୍ଲାର ବାମନଘାଟି ଉପଖଣ୍ଡରେ ଟାଟା ପାୱାରର ଅଘୋଷିତ୍ ବିଦ୍ୟୁତ କାଟ ଏବଂ ଟାଟା ପାୱାରର କର୍ମଚାରି ମାନେ ଧମକ ଦେଇ ବିନା ମିଟର ରିଡିଙ୍ଗରେ ଲାଇନ୍ ଉପଭକ୍ତl ମାନଙ୍କ ପାଖରୁ ବିଲ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି। ଜାମଦା ବ୍ଲକରେ ଜାମଦାର ଜନେ ବରିଷ୍ଠ…
Read More...

ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ: ଶରତ ପଟ୍ଟନାୟକଙ୍କ ନାଁରେ ବାଜିଲା ମୋହର

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ  । ନୂତନ ଭାବେ ପିସିସି ସଭାପତି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ  । AICC ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିଛି  । ଏଥିସହିତ ପୂର୍ବତନ ମନ୍ତ୍ରୀ ତଥା ଓଡିଶା କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ…
Read More...

ତୁମ ଭେଳିକି ଜଗା ସହିଲେ ହେଲା: ପଦାରେ ପଡ଼ିଲା ଅପରାଜିତାଙ୍କ ମିଛ କାଳିଆ ପ୍ରୀତି

ଭୁବନେଶ୍ୱର: କଥାରେ ଅଛି କାଳିଆ ସାଆନ୍ତର ଡୋରୀ ନ ଲାଗିଲେ କେହି ତାର ଦର୍ଶନ ପାଇପାରିବେ ନାହିଁ । ସତରେ ଜଗତର ନାଥ ଜଗନ୍ନାଥ ଭାରି ଲୀଳାମୟ । ଚକା ଆଖି ବଡ ଦେଉଳରେ ବସି ସବୁ ଦେଖୁଛି । କିଏ ତାଙ୍କ ପାଖକୁ କେଉଁ ଉଦ୍ଦେଶ୍ୟରେ ଯାଉଛି, ତାଙ୍କୁ ସବୁ ଜଣା । ତେବେ ବର୍ତ୍ତମାନ ଓଡିଶାର ରାଜନୀତି…
Read More...

ଗୁରୁମନ୍ତ୍ର ଦେବେ ନବୀନ: ୩ ଦିନ ଧରିଚାଲିବ ପର୍ଯ୍ୟବେକ୍ଷକ ବୈଠକ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି । ବିଜେଡି ସଂଗଠନରେ ହେବ ବଡ ପରିବର୍ତନ । ବଦଳିବେ ପର୍ଯ୍ୟବେକ୍ଷକ, ବଦଳିବେ ଜିଲ୍ଲା ସଭାପତି । ଆଜିଠୁ ନବୀନ ନିବାସରେ ପର୍ଯ୍ୟବେକ୍ଷକ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ…
Read More...

ଲାଲବାବା ପୀଠରେ ରୌପ୍ୟ ଜୟନ୍ତୀ ପାଳନ: ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କଟକ: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବରର କୁଳଗାଁଇଶାଳୋ ଠାରେ ଥିବା ଶ୍ରୀ ଶ୍ରୀ ଲାଲବାବା ପୀଠରେ ରୌପ୍ୟ ଜୟନ୍ତୀ ପାଳନ। ୯ ଦିନ ବ୍ୟାପୀ ଏଠାରେ ଶ୍ରୀ ଶ୍ରୀ ହନୁମତ୍ ପଞ୍ଚ କୁଣ୍ଡୀୟ ମହାଯଜ୍ଞ, ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ, ପ୍ରବଚନ ଞ୍ଜାନଯଜ୍ଞ, ସାଧୁସନ୍ଥ ସମ୍ମିଳନୀ ଓ ନବଦିନ…
Read More...

ଯାଜପୁରରେ ପଡ଼ିଲା ଜିଲ୍ଲା କୋର୍ଟର ଭିତ୍ତି ପ୍ରସ୍ତର

ଭୁବନେଶ୍ୱର: ଯାଜପୁରରେ ଜିଲ୍ଲା କୋର୍ଟର ଭିତ୍ତି ପ୍ରସ୍ତର ଆଜି ପଡ଼ିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୁପ୍ରିମକୋର୍ଟର ବିଚାରପତି ବିନୀତ ଶରଣ, ଓଡ଼ିଶାର ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୂରଲୀଧର ଓ ଯାଜପୁରର ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।…
Read More...

ତାଳଚେର ବିକାଶ ପାଇଁ ଦଳମତ ଉର୍ଧ୍ଵରେ ଜନତାଙ୍କ ସେବା କର: ସାଂସଦ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦର ନବନିର୍ବାଚିତ ନଗରପାଳ ଓ କାଉନ୍‌ସିଲର ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଭେଟି ତାଙ୍କର ସହଯୋଗ କାମନା କରିଛନ୍ତି । ସାଂସଦଙ୍କ ଥର୍ମାଲ୍ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ନୂତନ ନଗରପାଳ ପବିତ୍ର ଭୂତିଆ, ଉପନଗରପାଳ ଶୁଭଶ୍ରୀ…
Read More...