Browsing Tag

policestation

ଦଦରାଗାଡିରେ ଟଙ୍କା ବୁହା

କଟକ ଆଠଗଡ ଠାରେ ହୋଇଥିବା ଟଙ୍କା ଲୁଟ୍ ଘଟଣା ସମ୍ପର୍କରେ ଆପଣ ମାନେ ଜାଣିଥିବେ । ଦିନ ଦ୍ୱିପ୍ରହରରେ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଥିଲେ ୧.୫କୋଟରୁି ଉର୍ଦ୍ଧ ଟଙ୍କା । ଆଜିକୁ ବହୁତ ଦିନ ପୁରିଯାଇଥିଲେ ମଧ୍ୟ ଟେର୍ ପାଉନି ପୋଲିସ୍ । ଆଉ ଏପଟରେ ଦଦରା ଗାଡିରେ କିଭଳି ବୁହାଯାଉଥିଲା ଟଙ୍କା…
Read More...

ଧରାହେଲେ ଲୁଟେରା

ବାରଙ୍ଗ ତଥା ଆଖପାଖ ଅଞ୍ଚଳରେ ଆତଙ୍କ ମଚେଇଥିବା ୩ ଜଣ ଲୁଟେରା ଙ୍କୁ ଗିରଫ୍ କରିଛି ବାରଙ୍ଗ ଥାନା ପୋଲିସ୍ । ଗତ କିଛିଦିନ ତଳେ ପୁରୀ କେନାଲ ରୋଡରେ ସାନମୁଣ୍ଡଳୀ ଗାଁର ବିଶ୍ୱଜିତ ବେହେରା ଘରକୁ ଫେରୁଥିବା ବେଳେ ୩ ଜଣ ଗାଡି ଅଟକାଇ ତାଙ୍କ ଠାର ୁ ୫୦୦ନ ଟଙ୍କା ଓ ବାଇକ୍ ନେଇଯାଇଥିଲେ । ଠିକ୍…
Read More...