ପାଣିକୋଇଲି ଠାରେ ଆଜି ଉତ୍କଳ ଦିବସ ତଥା ପୋଲିସ ଦିବସ ପାଳନ ହୋଇଛି ।
ଆଜି ପବିତ୍ର ଉତ୍କଳ ଦିବସ ତଥା ପୋଲିସ ଦିବସ l ଏହି ଅବସରରେ ଯାଜପୁର ଜିଲ୍ଲା ପାଣିକୋଇଲି ମୁଖ୍ୟାଳୟ ପରିସରରେ ୯୧ତମ ଜିଲା ସ୍ତରୀୟ ପୋଲିସ ଦିବସ ପାଳିତ ହୋଇଛି l ଏଥିରେ ଯାଜପୁର ଏସ.ପି. ୟଶ୍ ପ୍ରତାପ ଶ୍ରୀମାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ…
Read More...
Read More...