୭ କୁଚିଆ ମଦ ବେପାରି ଗିରଫ କଲା ପୋଲିସ
ବଲାଙ୍ଗୀର : ବାରମ୍ବାର ଗିରଫ ପରେ ମଧ୍ୟ କୁଚିଆ ମଦ ବେପାରି ମଦ ବିକ୍ରିରୁ ନିବୃତ୍ତ ହେଉନାହାନ୍ତି । ଜାମିନ ପରେ ପୁଣି ମଦ ବେପାର କରୁଛନ୍ତି । ଫଳରେ ବେଆଇନ ମଦ ବେପାରର ଅବସ୍ଥା ଯଥା ପୁର୍ବଂ ତଥା ପରଂ ରହୁଛି । ଏବେ କିନ୍ତୁ ଆଉ ନିସ୍ତାର ନାହିଁ । ବାଲଙ୍ଗିର ପୋଲିସ ଏମାନଙ୍କୁ କାବୁ କରିବା…
Read More...
Read More...