ପାର୍ବଣ ସମୟରେ ସତର୍କ ରହିବାକୁ ମୋଦିଙ୍କ ବାର୍ତ୍ତା
ନୂଆଦିଲ୍ଲୀ: ଚାଲିଛି ପାର୍ବଣର ଋତୁ । ଏହି ସମୟରେ ସତର୍କ ରହିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ମୋଦିଜି ସତର୍କ ବାଣୀ କରିଛନ୍ତି । ଦେଶରେ ପର୍ବପର୍ବାଣୀକୁ ନେଇ ଏବେ ଉତ୍ସାହର ବାତାବରଣ ଜାରି ରହିଛି । ତେବେ…
Read More...
Read More...