Browsing Tag

PM Modi

ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୯୩୬ ଏପ୍ରିଲ ୧  ଓଡିଶା ପାଇଁ ଅବିସ୍ମରଣୀୟ ଆଜିର ଦିନ । ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ।ରାଜ୍ୟ ପାଇଥିଲା ସ୍ୱତନ୍ତ୍ର ପରିଚୟ । ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଉତ୍କଳ…
Read More...

ଗୋଆରେ ମୁଖ୍ୟମନ୍ତ୍ରୀ ଭାବେ ସାୱନ୍ତଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ, ଶପଥ ନେଲେ ୮ ମନ୍ତ୍ରୀ

ପାଣାଜି: ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗୋଆର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ଼ ବଡ଼ ନେତା ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟାଡିୟମରେ…
Read More...

‘କାଶ୍ମୀର ଫାଇଲ’ ଫିଲ୍ମକୁ ନେଇ କିଛି ଏପରି କହିଲେ ମୋଦି, ଚଳଚ୍ଚିତ୍ରରୁ ସାମ୍ନାକୁ ଆସିଛି ସତ …

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ବୈଠକ ଦିଲ୍ଲୀରେ ଚାଲିଛି। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଛି | ତେବେ ଏହି ବୈଠକର ଆରମ୍ଭରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା ​​| ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଅନୁଷ୍ଠିତ ବୈଠକରେ ଦଳର ନେତାମାନେ…
Read More...

ଚାଲିଛି ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ମୋଦିଙ୍କ ନାରାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ଆଜି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଦେଶରେ ବେକାରୀ ସମସ୍ୟା ବୃଦ୍ଧି, ଇପିଏଫ୍ ଉପରେ ସୁଧ ହାର ହ୍ରାସ ଏବଂ ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡିଛନ୍ତି ବିରୋଧୀ | ବଜେଟ୍…
Read More...

ବିଜେପିର ଶାନଦାର ବିଜୟ ପରେ ଗାନ୍ଧିନଗରରେ ମୋଦିଙ୍କ ଦମଦାର ରୋଡ୍ ସୋ

ନୂଆଦିଲ୍ଲୀ: ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧିନଗରରେ ଏକ ରୋଡ୍ ସୋ କରିଛନ୍ତି । ଏହି ରୋଡ୍ ସୋ ପରେ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ମହାସମ୍ମିଳନୀରେ ଯୋଗଦାନ କରିବେ। ତେବେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ବିଶ୍ୱବିଦ୍ୟାଳୟ…
Read More...

ଉତ୍ତରପ୍ରଦେଶରେ ବିଜେପିର ବଡ଼ ବିଜୟ ପରେ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ଜୋରଦାର ଚାଲିଛି ଭୋଟ ଗଣତି ।  ଉତ୍ତରପ୍ରଦେଶରେ ବିଜେପି ପୁଣି ଥରେ ବିଜୟର ବାନା ଉଡ଼ାଇବା ସହିତ ସରକାର ଗଢ଼ିବ ଦଳ । କାରଣ ଏଠାରେ ମୋଟ ୪୦୩ ଆସନରୁ ବିଜେପିକୁ ୨୭୩ଟି ଆସନରେ ବିଜୟ ମିଳିଛି । ତେଣୁ ୟୁପିରେ ପୁଣିଥରେ ଯୋଗୀ ସରକାରଙ୍କ ରାଜ୍ ହେବା ନେଇ ଆକଳନ ସତ…
Read More...

ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଛାଇଲା ମୋଦିଙ୍କ ଯାଦୁ, ଫିକା ପଡ଼ିଲା କଂଗ୍ରେସର କୂଟନୀତି

ନୂଆଦିଲ୍ଲୀ: ନିର୍ବାଚନୀ ଫାଇଟରେ ଉତ୍ତର ପ୍ରଦେଶ ସମେତ ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଜେପି ସରକାର ଗଢ଼ିବା ଅଭିମୁଖେ ବଢୁଥିବା ସଦ୍ୟତମ ଟ୍ରେଣ୍ଡରୁ ଜଣାପଡ଼ିଛି । ଗୋଆରେ ବିଜେପି ୧୮ ଟି ଆସନରେ ଆଗୁଆ ରହିଥିବା ସମୟରେ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି । ସେହିଭଳି ମଣିପୁରରେ ଭାରତୀୟ…
Read More...