Browsing Tag

PM Modi

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିରବ: ରାହୁଲ

ରିପୋଟର୍ସ ଟୁଡେ ବ୍ୟୁରୋ:  ମଣିପୁର ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଗୁରୁବାର ରାହୁଲ ଗାନ୍ଧୀଙ୍କ କିଛି ଭିଡିଓ ଜାରି କରାଯାଇଥିବାବେଳେ ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର…
Read More...

ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବେ ଭାରତ ଓ ଫ୍ରାନ୍ସ

ଫ୍ରାନ୍ସ ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଏକ ଗୁରୁତ୍ୱ ପୂର୍ଣ୍ଣ ଘୋଷଣା କରିଛି । ଉଭୟ ଦେଶ ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜନ ବିକାଶ କରିବାକୁ ଯାଉଛନ୍ତି ।ଏହା ଉଭୟ ଦେଶର…
Read More...

ପ୍ରଧାନମନ୍ତ୍ରୀଙ୍କ ତ୍ରୀଦିବସୀୟ ଆମେରିକା ଗସ୍ତ; ଜାତିସଂଘରେ ଯୋଗ ଦିବସର ନେବେ ନେତୃତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକା ଗସ୍ତରେ ବାହାରିଛନ୍ତି । ମୋଦି ୨୧ ଜୁନରୁ ୨୩ ଜୁନ୍ ମଧ୍ୟରେ ଆମେରିକାରେ ରହିବେ । ଏହା ପରେ ସେ ମିଶର ଅଭିମୁଖେ ଯାତ୍ରା କରିବାର କାର୍ୟ୍ୟକ୍ରମ ରହିଛି । ଏହି ଗସ୍ତ ପୂର୍ବରୁ ମୋଦି ନିଜର କାର୍ୟ୍ୟକ୍ରମକୁ ନେଇ ଟ୍ୱିଟ୍ କରି…
Read More...

ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ବହାନଗାରେ ପହଞ୍ଚିଲେ ମୋଦୀ

ଭୁବନେଶ୍ୱର: କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ।ବହାନଗାରେ ଥିବା ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀ ପହଞ୍ଚି ଘଟଣା ସ୍ଥଳକୁ ଯାଇଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଆସିଛନ୍ତି । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବାର ଯେଉଁ…
Read More...

ଇଣ୍ଡିଆ ଟୁଡେ ସିଭୋଟର ସର୍ଭେ ରିପୋର୍ଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ ସର୍ଭେରୁ ଜଣାପଡିଛି ଯେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି | ପାଞ୍ଚଟି ରାଜ୍ୟସଭାକୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପାଇଁ ଏକ ମାସରୁ କମ୍ ସମୟ ବାକି ଥିବାବେଳେ…
Read More...

ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍

ଗାନ୍ଧୀନଗର : ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ । ହୀରାବେନଙ୍କ ଅନ୍ତିମ ସତ୍କାର ଗାନ୍ଧିନଗର ଶ୍ମଶାନରେ ସମ୍ପନ୍ନ ହୋଇଛି | ହିନ୍ଦୁ ରୀତିନୀତି ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭାଇ ପଙ୍କଜ ମୋଦି ପ୍ରଥମେ ମୁଖାଗ୍ନି ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ…
Read More...

ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ

ନୂଆଦିଲ୍ଲୀ : ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ଦେହାନ୍ତ ହୋଇଛି । ଶହେ ବର୍ଷ ବୟସରେ ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବିଳମ୍ବିତ ରାତି ୩ଟା ୩୦ରେ ଦେହାନ୍ତ…
Read More...

ବଦଳିବ ରାଜ୍ୟର ଭାଗ୍ୟ: ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଓଡ଼ିଶା ଗର୍ବିତ

(ରାଇରଙ୍ଗପୁର/ସତ୍ୟନାରୟଣ ପଲ୍): ଓଡିଶା ପାଇବ ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ତେବେ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପଟେଲଙ୍କ ପରେ ଦ୍ରୈାପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବଚ୍ଛା…
Read More...

ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ମୋଦି-ନବୀନ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ…
Read More...

ପାକିସ୍ତାନରୁ ମୋଦୀଙ୍କୁ ସାହାଯ୍ୟ ମାଗିଲେ ଗଣ ବଳତ୍କାର ପୀଡିତା

ନୂଆଦିଲ୍ଲୀ: ମୁଁ ଜଣେ ଗଣ ବଳତ୍କାର ପୀଡିତା ... ମୁଁ ଦୀର୍ଘ ୭ ବର୍ଷ ଧରି ନ୍ୟାୟ ପାଇଁ ସଂଗ୍ରାମ କରୁଛି, କିନ୍ତୁ କେହି ମୋ କଥା ଶୁଣୁ ନାହାନ୍ତି । ଇଏ ଥିଲା ଜଣେ ଗଣ ଦୁଷ୍କର୍ମ ପୀଡିତାର ଆନ୍ତରିକ ନିବେଦନ । ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରରେ ଜଣେ ମହିଳାଙ୍କ ସହ ଗଣ ଦୁଷ୍କର୍ମ ପରେ…
Read More...