Browsing Tag

PM Modi

ବଡ଼ ଖବର: ଭାରତ ଉପରେ ପୁଣି ଟାରିଫ୍‌ ବଢାଇଲା ଆମେରିକା 

ନୂଆଦିଲ୍ଲୀ: ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍‌ । ଦ୍ବିତୀୟ ଥର ପାଇଁ ୨୫% ବଢାଇଲେ ଟ୍ରମ୍ପ । ଏହାକୁ ମିଶାଇ ଭାରତ ଉପରେ ଟାରିଫ ୫୦%କୁ ବୃଦ୍ଧି । ଟାରିଫ ୫୦%କୁ ବୃଦ୍ଧି ନେଇ ଜାତୀୟ ଗଣମାଧ୍ୟମରେ ସୂଚନା । ଏଣିକି ଭାରତର ସାମଗ୍ରୀ ଆମେରିକାରେ ୫୦ ପ୍ରତିଶତ ଅଧିକ…
Read More...

ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ହେବେ ସାମିଲ୍

ନୂଆଦିଲ୍ଲୀ: ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଅଗଷ୍ଟ ୩୧ରେ ଚୀନ୍‌ ଗସ୍ତ କରିବା ନେଇ ସୂଚନା । SCO ସମ୍ମିଳନୀରେ ଯୋଗ ଦେବାକୁ ଚୀନ୍‌ ଯିବେ ମୋଦି । ଚୀନ ସହ ଜାପାନ ମଧ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଏହି ଗସ୍ତ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ, ବାଣିଜ୍ୟ ଏବଂ ସହଯୋଗ…
Read More...

ଆଜି ଦିଲ୍ଲୀର କର୍ତ୍ତବ୍ୟ ଭବନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ଦିଲ୍ଲୀର କର୍ତ୍ତବ୍ୟ ଭବନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅପରାହ୍ଣ ୧୨ଟା ୧୫ରେ କର୍ତ୍ତବ୍ୟ ଭବନ ପରିଦର୍ଶନ ପୂର୍ବକ ଉଦ୍‌ଘାଟନ କରିବେ ମୋଦି । ପରେ ସନ୍ଧ୍ୟା ୬ଟା ୩୦ରେ ଏକ ସାଧାରଣକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀଙ୍କ ଆଧୁନିକ, ଦକ୍ଷ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ । ଦିନକରେ ୭୫ ଲକ୍ଷ ଗଛ ଲଗାଇ ଓଡ଼ିଶାବାସୀଙ୍କ ପକ୍ଷରୁ ଦିଆଯିବ ଉପହାର । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…
Read More...

ବିହାରର ମୋତିହାରୀ ଜିଲ୍ଲାକୁ ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ-: ଆଗକୁ ହେବ ବିହାର ବିଧାନସଭା ନିର୍ବାଚନ । ସେଥିପାଇଁ ବିଭିନ୍ନ ଦଳର ନେତାମାନେ ବିହାର ଯାଇ ନିର୍ବାଚନ ପ୍ରଚାର କରିବା ଆରମ୍ଭ କରିଦେଲେଣି । ତେବେ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ମୋତିହାରୀ ଜିଲ୍ଲା ଗସ୍ତ କରି ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି…
Read More...

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ମୋଦିଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନ । 'ଦ ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ତ୍ରିନିଦାଦ ଓ ଟବାଗୋ' ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ । ପିଏମ୍‌ ମୋଦିଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି କ୍ରିଷ୍ଟିନ୍ କଙ୍ଗାଲୁ । ତେବେ ୧୪୦ କୋଟି ଭାରତୀୟଙ୍କ…
Read More...

ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମେଡିଆରେ ଟ୍ୱିଟ କରି ବର୍ଷିଲେ ବିଜେଡି ନେତ୍ରୀ ଲେଖାଶ୍ରୀ

ଭୁବନେଶ୍ୱର-: ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ବିଜେପି ଓ ସରକାରରେ ହାଇଡ୍ରାମା ଚାଲିଛି। ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଜଗନ୍ନାଥଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଚାପ ପଡ଼ୁଛି। ତେବେ ସେହି ଘଟଣା ପରେ ଭୁବନେଶ୍ୱର ସାଂସଦ ଅପରାଜିତା…
Read More...

ଭାରରତ ରେଳ ମାନଚିତ୍ରରେ ସାମିଲ ହେଲା ବୌଦ୍ଧ

ବୌଦ୍ଧ-: ଆଜି ବୌଦ୍ଧ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ଭାରରତ ରେଳ ମାନଚିତ୍ରରେ ସାମିଲ ହେଲା ବୌଦ୍ଧ । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେସନରୁ ରେଳ ଗଡିଲା । ବୌଦ୍ଧ ଓ…
Read More...

ଆସୁଛନ୍ତି ମୋଦୀ, ଏହି ସବୁ ସ୍ଥାନରେ ଉଡିପାରିବନି ଡ୍ରୋନ କି ବିମାନ

ଭୁବନେଶ୍ଵର: ଇତି ମଧ୍ୟରେ ବିଜେପି ସରକାରକୁ ପୂରିଛି ବର୍ଷେ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମୈଦାନରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ ଖୋଲିବେ ବିକାଶର…
Read More...

ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ କାରିଗରୀକୁ ବିଶ୍ୱବ୍ୟାପୀ ପହଞ୍ଚାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ କ୍ରୋଏସିଆ ଗସ୍ତରେ ଥିଲେ। ଏହି କ୍ରୋଏସିଆ ଗସ୍ତରେ ଯାଇଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ତାଙ୍କର ଗସ୍ତକୁ ସ୍ୱତନ୍ତ୍ର କରିବା ପାଇଁ, ସେ କିଛି ଶ୍ରେଷ୍ଠ ବିଶ୍ୱ ନେତାଙ୍କୁ ସାଂସ୍କୃତିକ ଐତିହ୍ୟ ସହିତ ଜଡିତ…
Read More...