ରଣଜୀ କ୍ରିକେଟରେ ଚମତ୍କାର ଖେଳ ପଦର୍ଶନ କରି ନା କମେଇଲେ ଖେଳାଳି ।
ଚମକିଲେ ଆଉ ଜଣେ ଦ୍ରୁତ ବୋଲର । ଏଥର ଭାରତୀୟ ଦଳରେ ନିଜର ଚମକ ପଦର୍ଶନ କରିବାକୁ ହେଉଛନ୍ତି ପ୍ରସ୍ତୁତ ତେବେ ଜାମ୍ମୁ କାଶ୍ମୀରର ସୁନ୍ଦର ପାହାଡ଼ିଆ ଅଞ୍ଚଳରୁ ବାହାରି ଏବେ ଜଣେ ଯୁବ ଦ୍ରୁତ ବୋଲର ଭାରତୀୟ କ୍ରିକେଟରେ ନିଜର ଚମକ ଦେଖାଇବାକୁ ପ୍ରସ୍ତୁତ ହୋଇଛନ୍ତି । ତାଙ୍କ ନାଁ ହେଉଛି ଆକିବ ନବୀ…
Read More...
Read More...