Browsing Tag

pkhala divas

ଶ୍ରୀ ଜୀଉ ଙ୍କ ପ୍ରିୟ ଖାଦ୍ୟ ପଖାଳ, ଆଜି ରାଜ୍ୟ ପାଳୁଛି ପଖାଳ ଦିବସ

ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ଯୋଡ଼ି ହୋଇ ରହିଥିବା ପଖାଳ ପାଲଟିଛି ଓଡ଼ିଆଙ୍କ ପରିଚୟ । ଓଡ଼ିଆ ଙ୍କ ପସନ୍ଦ ପଖାଳ । ଖାଲି ଓଡ଼ିଆ ନୁହେଁ ଶ୍ରୀ ଜୀଉ ଙ୍କ ପ୍ରିୟ ଖାଦ୍ୟ ପଖାଳ । ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ…
Read More...