Browsing Tag

Pipili Student Fire case

ବଳଙ୍ଗା ଘଟଣାରେ, କୌଣସି ନିଷ୍କର୍ସରେ ପହଞ୍ଚିନି ପୋଲିସ

ପୁରୀ: ପୁରୀ ବଳଙ୍ଗା ଘଟଣାରେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚିନି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ପିନାକ ମିଶ୍ର । ତେବେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ଟିକେ ସମୟ ସାପେକ୍ଷ । ତଦନ୍ତରେ କୌଣସି ଦିଗ ଛଡ଼ା ଯିବ ନାହିଁ । ସାଇଣ୍ଟିଫିକ୍ ଉପାୟରେ ତଦନ୍ତ ଜାରି ରହିଛି ।…
Read More...

ମୁଦି ଖୋଲିବ ରହସ୍ୟ, ପୀଡିତାଙ୍କ ବୟାନ ଆଧାରରେ ହେବ ତଦନ୍ତ

ପିପିଲି: ଜୁଲାଇ ୧୯ ତାରିଖ, ଶନିବାର । କିଏ ଓ କାହିଁକି ଜଣେ ନାବାଳିକାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ?  କୁଆଡେ ଗଲେ ୩ ଜଣ ଦୁର୍ବୃତ୍ତ ? ଘଟଣା ପଛରେ ରହିଛି କି ଆଉ କିଛି ରହସ୍ୟ ?  ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ତଦନ୍ତକାରୀ ଟିମ୍‌ ପୂରା ଜୋର୍‌ ଲଗାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ…
Read More...

ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ପୁରୀ: ପୁରୀର ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍‌ସରେ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଉପମୁଖ୍ୟମନ୍ତ୍ରୀ । ଏଥିସହ ଡାକ୍ତର ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି…
Read More...

ସ୍ୱତନ୍ତ୍ର ଏୟାର୍ ଆମ୍ବୁଲାନ୍ସରେ ଯାଇ ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ବଳଙ୍ଗା ପୀଡ଼ିତା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ବଳଙ୍ଗା ପୀଡ଼ିତା । ସ୍ୱତନ୍ତ୍ର ଏୟାର୍ ଆମ୍ବୁଲାନ୍ସରେ ଯାଇ ପହଞ୍ଚିଲେ । ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ ଯାଇ ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ବଳଙ୍ଗା ପୀଡିତା । ଗତ ଦୁଇଦିନ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଥିବା ବେଳେ ଉନ୍ନତ ଚିକିତ୍ସା…
Read More...

ବଡ ଖବର: ଏୟାରଲିପ୍ଟ ହେବେ AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା

ଭୁବନେଶ୍ଵର: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ । ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ପୀଡ଼ିତା । ଦିଲ୍ଲୀ AIIMS ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ ସରିଛି । ଏନେଇ ସୂଚନା ଦେଇଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ । ନାବାଳିକାଙ୍କର ଶରୀରର ପ୍ରାୟ ୭୫…
Read More...

ରଣକ୍ଷେତ୍ର ପାଲଟିଲା ଏମ୍ସ ପରିସର, ଲାଗୁ ହେଲା ୧୬୩ ଧାରା

ଭୁବନେଶ୍ଵର: AIIMS ପରିସର ରଣକ୍ଷେତ୍ର। ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଧାରା ୧୬୩ ଲାଗୁ କରିବା ସତ୍ତ୍ବେ ମଧ୍ୟ ଖାଲି କରିବାକୁ ନାକେଦମ ପୋଲିସ। ବଳଙ୍ଗା ଅଞ୍ଚଳ ଘଟଣାକୁ ନେଇ ଏମ୍ସ ପରିସରରେ ଉତ୍ତେଜନା । ଉତ୍ତେଜନା ପରେ ବର୍ଣ୍ଣ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ୧୬୩…
Read More...

ଗୁରୁତର ଅଛନ୍ତି ପୁରୀ ବଳଙ୍ଗା ପୀଡ଼ିତା, ଏମ୍ସରେ ଚାଲିଛି ଚିକିତ୍ସା

ଭୁବନେଶ୍ଵର: ଗୁରୁତର ଅଛି ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା । ଏନେଇ ସୂଚନା ଦେଇଛନ୍ତି AIIMS ନିର୍ଦ୍ଦେଶକ । ଆସନ୍ତା ୪୮ ଘଣ୍ଟା ପୀଡିତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ, ଏହା ପରେ କିଛି କହି ହେବ । ବର୍ତ୍ତମାନ ଛାତ୍ରୀ ଜଣଙ୍କ ଭେଣ୍ଟିଲେଟରରେ ନାହାନ୍ତି, ICUରେ ଅକ୍ସିଜେନ୍‌ ସପୋର୍ଟରେ…
Read More...

ନାବାଳିକାକୁ ପୋଡିଦେବା ଘଟଣା: ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ଵର: ଗଭୀର ନିଦ୍ରାରୁ ଉଠିବାକୁ କହି ରାଜ୍ୟ ସରକାରଙ୍କୁ ନବୀନଙ୍କ ନିଶାନା ବାଣ । ପିପିଲି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବାଲେଶ୍ବର ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଏକ ଘଟଣାରେ ମର୍ମାହତ । ମହିଳାମାନଙ୍କ ବିରୋଧରେ ଏପରି ଘଟଣା…
Read More...

ନାବାଳିକାକୁ ନିଆଁ ଲଗାଇଦେବା ଘଟଣା: ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଚାଞ୍ଚଲ୍ୟକର ବୟାନ

ପିପିଲି: ପିପିଲି ବଳଙ୍ଗା ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଚାଞ୍ଚଲ୍ୟକର ବୟାନ । ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ କହି ଦୌଡ଼ି ଆସିଲା । ମୋ ଘର ଭିତରକୁ ପଶି ଆସିବାରୁ ତୁରନ୍ତ ନିଆଁ ଲିଭାଇ ପାଣି ଦେଲି । ପୂରା ଶରୀର ପୋଡ଼ି ଯାଇଥିଲା । ସଙ୍ଗେ ସଙ୍ଗେ ନିଆଁ ଲିଭାଇ…
Read More...