Browsing Tag

phiringia

ଛଅଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲୁଇସିଂ ଠାରେ ସରକାରଙ୍କ ପ୍ରସ୍ତାବିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଲୋଇସିଂ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ…
Read More...

ପବନ ବର୍ଷାରେ ଉଡିଗଲା ଘରର ଛପର        

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗାଉପରସାହି ଗ୍ରାମପଞ୍ଚାୟତ ର ବାଲିଗଟା ସ୍ଲୁକିପଙ୍ଗା ଗ୍ରାମ ଠାରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ଶ୍ରୀଶରତ ଦିଗାଲ ର ଘର ସମ୍ପୁର୍ଣ୍ଣ ଭାବେ ଭାଙ୍ଗି କାଳବୈଶାଖୀ ଉଡେଇ ନେଇଛି। ଏହିପରି ବାଲନ୍ଧାପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଉଗାଡି…
Read More...

କାଶିନିପଦର ଦଣ୍ଡଯାତ୍ରା ପାଇଁ ଫିରିଙ୍ଗିଆ ଅଞ୍ଚଳ ଉତ୍ସବ ମୁଖର

ସଂପ୍ରତି ଦଣ୍ଡଯାତ୍ରା ଯୋଗୁଁ ‌କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅର୍ନ୍ତଗତ କାଶିନିପଦରଅଞ୍ଚଳ ଉତ୍ସବ ମୁଖର ସହ ଚଳଚଞ୍ଚଳ ହୋଇଉଠିଛି । ଫିରିଙ୍ଗିଆ ଗ୍ରାମାଞ୍ଚଳ ସାଙ୍ଗକୁ ସହରାଞ୍ଚଳରେ ମଧ୍ୟ କେଉଁଠି ନା କେଉଁଠି ଦଣ୍ଡଯାତ୍ରା ଯୋଗୁଁ ବିଭିନ୍ନ ଦଣ୍ଡଦଳର ନଗର ଭ୍ରମଣ କାଳରେ ପ୍ରତ୍ୟେକ ଘର…
Read More...

ଗାଁ କଲ୍ୟାଣ ସମିତି ସଚେତନତା କର୍ମଶାଳା

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ପଞ୍ଚାୟତ ସଭା ଗୃହ ଠାରେ ଏକ ଗାଁ କଲ୍ୟାଣ ସମିତି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟି ବ୍ରହ୍ମଣପାଦ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଆୟାଜନ କରାଯାଇଥିଲା । ତେବେ ଏହି…
Read More...

ବ୍ରିଜ ତଳକୁ ଖସିଲା ଅଟୋ,ଚାଳକ ମୃତ

ଫିରିଙ୍ଗିଆ/ ମୃତ୍ୟୁଞ୍ଜୟ ଦିଗାଲ: ବ୍ରିଜ ତଳକୁ ଖସିଲା ଅଟୋ । ଯାତ୍ରୀବାହୀ ଚାଳକ ମୃତ। ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ତେଲିମୁଣ୍ଡା ନିକଟ ବ୍ରିଜର ୨୦ଫୁଟ ତଳକୁ ଖସିଲା ଅଟୋ। ମୃତ ଚାଳକ ଜଣକ ହେଲେ ରତଙ୍ଗ ପଞ୍ଚାୟତ ଡେଲାପଦର ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ (୨୨) ।…
Read More...

ଫିରିଙ୍ଗିଆ ଥାନା ପୋଡି ଘଟଣା: ଫିରିଙ୍ଗିଆ ଥାନା ତରଫରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପୋଡି ଘଟଣା | ଗିରଫ ଭୟରେ ଲୋକେ ଘରେ ରହୁ ନଥିବା ବେଳେ ଅଧିକାଂଶ ଲୋକଙ୍କୁ ବିନା କାରଣରେ ସମ୍ପୃକ୍ତି ନଥାଇ ପୋଲିସ ଗିରଫ କରୁଥିବା ନେଇଁ ଅଞ୍ଚଳରେ ଉତେଜନା ଦେଖା ଦେଇଥିଲା ଓ ଲୋକେ ବଜାରକୁ କିମ୍ବା କୌଣସି…
Read More...

କାର୍ଯ୍ୟରେ ଅବହେଲା ଯୋଗୁଁ ଫିରିଙ୍ଗିଆ ଆଇଆଇସି ସସପେଣ୍ଡ୍

କନ୍ଧମାଳ: କନ୍ଧମାଳ ଫିରିଙ୍ଗିଆ ଥାନା ପୋଡାଜଳା ଘଟଣାରେ ପୂର୍ବତନ ଫିରିଙ୍ଗିଆ ଆଇଆଇସି ତପନ ନାୟକଙ୍କୁ ନିଲମ୍ବିତ । କାର୍ଯ୍ୟରେ ଅବହେଲା ଯୋଗୁଁ ନିଲମ୍ବିତ ହୋଇଥିବା କୁହାଯାଉଛି । ଘଟଣା ସମୟରେ ଥାନାରେ ଅନୁପସ୍ଥିତ ଥିଲେ ଆଇଆଇସି । ତେବେ ପୋଲିସ ଡିଜି ଆଇଆଇସି ତପନ ନାୟକଙ୍କୁ ନିଲମ୍ବିତ…
Read More...

ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ

ଫିରିଙ୍ଗିଆ : ଫୁଲବାଣୀ ଜିଲ୍ଲାର ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ | ଜବତ ହୋଇଥିବା ଗଞ୍ଜେଇକୁ ଫିରିଙ୍ଗିଆ ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ୟକ୍ତ ଲୋକେ ଆଜି ଥାନାରେ ନିଆଁ ଲଗାଇଦେଇଛନ୍ତି । ସୂଚନା ଅନୁସାରେ ଗତ ୩ତାରିଖ ସକାଳ ୩ଟା ସମୟରେ ଫିରିଙ୍ଗିଆ ଥାନା…
Read More...

ବାଡ଼ ଖାଇଲା ଫସଲ, ଜବତ ଗଞ୍ଜେଇ ବିକ୍ରି କରିବାକୁ ଉଦ୍ୟମ

ଫିରିଙ୍ଗିଆ : ଗଞ୍ଜେଇ ଚାଲାଣର ହବ୍ ପାଲଟିଲାଣି ଓଡ଼ିଶା । ରାଜ୍ୟରୁ ବାହାର ରାଜ୍ୟକୁ ଚାଲାଣ ହେଉଛି ଗଞ୍ଜେଇ । ବିଶେଷ କରି କେରାପୁଟ, ମାଲକାନଗିରି, କନ୍ଧମାଳ ପରି ଉପାନ୍ତ ଜିଲ୍ଲାରେ ଚାଷ ହୋଇ ବାହାର ରାଜ୍ୟକୁ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ ହେଉଛି । କାଁ ଭାଁ ଚଢାଉ କରି ଚୁପ୍…
Read More...