Browsing Tag

pg

ଘୋଷଣା ହେଲା ନିଟ ପିଜି ୨୦୨୪ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ଘୋଷଣା ହେଲା ନିଟ ପିଜି ୨୦୨୪ ପରୀକ୍ଷା ତାରିଖ । ପରୀକ୍ଷା କାର୍ୟ୍ୟକ୍ରମ ନାସନାଲ ବୋର୍ଡ ଅଫ୍ ଏଗଜାମିନେସନ ଇନ ମେଡିକାଲ ସାଇନ୍ସେସ (ଏନବିଇଏମଏସ)ର ଅଫିସିଆଲ ଓ୍ବେବସାଇଟ୍ ଦ୍ଭଭର.ରୟଙ୍କ.ସଦ୍ଭ ଜାରି କରାଯାଇଛି। ତେବେ ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ବୋଲି କୁହାଯାଉଛି…
Read More...

ବର୍ଷା ଯେଗୁଁ ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ

ଭୁବନେଶ୍ବର: ୟୁଜି ଓ ପିଜି ନାମଲେଖା ତାରିଖ ଘୁଞ୍ଚିଲା । ସଂପ୍ରତି ରାଜ୍ୟର କେତେକ ଭାଗରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁ.ଜି. ଓ ପି.ଜି. ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ୟୁ.ଜି. ନାମଲେଖା ଓ…
Read More...