ଭୁବନେଶ୍ୱରରେ ପେଟ୍ରୋଲ ହାର ୪୦ ପଇସା ହ୍ରାସ ପାଇଛି
ଭୁବନେଶ୍ୱର: ଦିନ କୁ ଦିନ ପେଟ୍ରୋଲ -ଡିଜେଲ ଡର ବଢିବାକୁ ଲାଗିଥିବା ବେଳେ ଭୁବନେଶ୍ୱରର ସହରରେ ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୪୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୩.୨୩ ଟଙ୍କା ରେକର୍ଡ କରାଯାଇଛି। ଏହାପୂର୍ବରୁ…
Read More...
Read More...