PCBକୁ ମ୍ୟାଚ୍ ଫିକ୍ସିଂ ଡର; ପାକିସ୍ତାନ ଖେଳାଳିଙ୍କ ମୋବାଇଲ୍ ସିଜ୍
PCBକୁ ମ୍ୟାଚ୍ ଫିକ୍ସିଂ ଡର। ପାକିସ୍ତାନ କ୍ରିକେଟ୍ ଖେଳାଳିଙ୍କ ମୋବାଇଲ୍ ସିଜ୍ କଲା PCB।ଏଜବାଷ୍ଟନରେ ତୃତୀୟ ଟେଷ୍ଟ ପୂର୍ବରୁ କିଛି ପାକିସ୍ତାନୀ ଖେଳାଳିଙ୍କ ମୋବାଇଲ୍ ଫୋନ୍ ନିଜ ହେପାଜତକୁ ନେଇଛି PCB। ତେବେ କେଉଁ ଖେଳାଳିଙ୍କ ଫୋନ୍ ନିଆଯାଇଛି ଏବଂ କାହିଁକି ନିଆଯାଇଛି, ସେନେଇ ବୋର୍ଡ…
Read More...
Read More...