ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ
ପୁରୀ: ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ନୀଳଚକ୍ର ଉପରେ ଆଜି ଏକ ଚିଲ ବସିଥିବା ଘଟଣା ଭକ୍ତମାନଙ୍କ ମହଲରେ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି। ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି କିଛି ସମୟ ଧରି ବସିଥିବା ଦେଖିବାକୁ ମିଳିଥିଲା। ପରେ ସେହି ପକ୍ଷୀଟି ଉଡ଼ି ଯାଇଥିବା ଜଣାପଡ଼ିଛି।…
Read More...
Read More...