Browsing Tag

Pathan

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ପଠାନ : ୫ ଦିନରେ ୫୦୦ କୋଟି ପାର୍ କଲା ଶାହରୁଖଙ୍କ ପଠାନ୍

ମୁମ୍ବାଇ : ଶାହରୁଖ ଖାନଙ୍କ ଫିଲ୍ମ ପଠାନ ବକ୍ସ ଅଫିସରେ ଧମାଲ କରୁଛି । ଏବେ ବି ନିଜର କ୍ରେଜ୍ ଜାରି ରଖିଛି । ଏହି ଫିଲ୍ମ କଲେକସନ୍ ଅନେକ ରେକର୍ଡ ସୃଷ୍ଟି କରିଛି । ବକ୍ସ ଅଫିସର ସବୁଠାରୁ ସଫଳ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଏ । ଏବେ ଫିଲ୍ମର ୫ମ ଦିନର ବକ୍ସ ଅଫିସ୍ ଆକଳନ ଦେଖି ସମସ୍ତେ…
Read More...

ଏହି କାରଣ ପାଇଁ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’କୁ ବୟକଟ୍ କରିବାକୁ ଟ୍ୱିଟରେ ଚାଲିଛି ଟ୍ରେଣ୍ଡ

ମୁମ୍ବାଇ: ପୁଣି ଥରେ ବଲିଉଡ ଫିଲ୍ମକୁ ବୟକଟ୍ର ଧମକ । ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ନିକଟରେ ଏହି ଫିଲ୍ମର ଏକ ଗୀତ ‘ବେଶରମ୍ ରଙ୍ଗ’ ରିଲିଜ୍ ହୋଇଥିଲା । କିନ୍ତୁ ଏହି ଗୀତଟି ରିଲିଜ ହେବା ପରେ ଯେତିକି ଲୋକ ପସନ୍ଦ କରିଛନ୍ତି ତାଠାରୁ…
Read More...