Browsing Tag

passports

ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଲେ ସ୍ୱତନ୍ତ୍ର କୋର୍ଟ

ନୂଆଦିଲ୍ଲୀ: ରାହୁଲଙ୍କ ପାସପୋର୍ଟ ବିବାଦ । ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଇଛନ୍ତି। ଏହି ପାସପୋର୍ଟ ପାଇଁ ଏନଓସି ଆଗାମୀ ୩ ବର୍ଷ ପାଇଁ ପ୍ରଦାନ କଲେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ବାସ୍ତବରେ, ରାହୁଲ ସଂସଦର ସଦସ୍ୟତା ଛାଡିବା ପରେ ନିଜ ପାସପୋର୍ଟ…
Read More...