Browsing Tag

Parliament

ଡିସେମ୍ବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ ଚାଲିବ । ଏହା ୧ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ତାଙ୍କ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ,…
Read More...

‘ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌

ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌ । ଆସନ୍ତା ସପ୍ତାହରେ ଡିବେଟ୍‌ ହେବା ନେଇ ସୂଚନା ଦେଇଛି ବିଜନେସ୍‌ ଆଡଭାଇଜରୀ କମିଟି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଥିବାରୁ ଆସନ୍ତା ସପ୍ତାହ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର…
Read More...

ଗାର୍ଡେନ୍ ଫ୍ରେସ୍ ସାଲାଡ ସହିତ ଗ୍ରୀଲ୍ଡ ଚିକେନ, ବଦଳିଲା ସଂସଦ କ୍ୟାଣ୍ଟିନର ମେନୁ ଚାର୍ଟ

ନୂଆଦିଲ୍ଲୀ: ବଦଳିଲା ସଂସଦ କ୍ୟାଣ୍ଟିନର ମେନୁ ଚାର୍ଟ। ଏଣିକି ସଂସଦରେ ପରସା ଯିବ ସ୍ୱାସ୍ଥ୍ୟକର ଏବଂ ସୁସ୍ଵାଦୁ ଭୋଜନ । ସାରା ଦେଶର କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡ଼ିକରେ ସୁସ୍ଥ ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
Read More...

ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ଜଣଙ୍କୁ ନିଲମ୍ବିତ

ନୂଆ ଦିଲ୍ଲୀ: ଗତକାଲି ଲୋକସଭା ଭିତରେ ଅଜଣା ଯୁବକ ପଶିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ଜଣଙ୍କୁ ନିଲମ୍ବିତ କରାଯାଇଛି । ସେହି କର୍ମଚାରୀଙ୍କୁ ସେକ୍ରେଟାରିଏଟ ନିଲମ୍ବିତ କରିଛନ୍ତି । ସୁରକ୍ଷାରେ ତ୍ରୁଟି ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ହୋଇଛି ।…
Read More...

ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ

ନୂଆ ଦିଲ୍ଲୀ: ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଅଧିବେଶନରେ…
Read More...

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଡକାଗଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ୧୭ରେ ସର୍ବଦଳୀୟ ବୈଠକ । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଡକାଗଲା ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆସନ୍ତା ୧୭ ତାରିଖ ଅପରାହ୍ନ ୪.୩୦ରେ ବସିବ ସର୍ବଦଳୀୟ ବୈଠକ । ତେବେ ଏହି ସ୍ୱତନ୍ତ୍ର ଅଧିବେଶନ ୧୮ରୁ ୨୨…
Read More...

ସଂସଦରେ ଅନାସ୍ଥା ପ୍ରସ୍ତାବ ପାଇଁ ବିଆରଏସ୍ ଓ କଂଗ୍ରେସର ନୋଟିସ

ନୂଆଦିଲ୍ଲୀ: ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ ଦାଖଲ କରିଛନ୍ତି ବିଆରଏସ ଏବଂ କଂଗ୍ରେସ । ମଣିପୁର ହିଂସା ମାମଲାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭାରତୀୟ ରାଷ୍ଟ୍ରୀୟ ସମିତି ଏବଂ କଂଗ୍ରେସ ଆଜି ଅଲଗା ଅଲଗା…
Read More...

ପୁଣି ମହିଳା ସଂରକ୍ଷଣ ବିଲ ଦାବି କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଜ୍ୟସଭା ଗୃହ ଭିତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଦାବି କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କହିଛନ୍ତି, ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାସ ହେବା ଦ୍ୱାରା ଭାରତ ଇତିହାସ ରଚିବା ସହିତ ମହିଳା ସଶକ୍ତିକରଣ ଆଡ଼କୁ ଅଗ୍ରସର ହେବ…
Read More...

ସଂସଦରେ ଉଠିଲା ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦରେ ଚାଲିଛି ମୌସୁମୀ ଅଧିବେଶନ । ଆଜି ଦ୍ୱିତୀୟ ଦିନରେ ଉଠିଲା ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ । ସଂସଦରେ ଉତ୍ତର ରଖିଲେ ରୋଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସିଗନାଲ ତ୍ରୁଟି ପାଇଁ ହୋଇଥିଲା ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨୯୫ ମୃତକଙ୍କ ମଧ୍ୟରୁ ୪୧ଟି ଶବ ଚିହ୍ନଟ…
Read More...

ମଣିପୁର ହିଂସାକୁ ନେଇ ସଂସଦରେ ମୁହାଁମୁହିଁ ହେଲେ ସରକାର ଓ ବିରୋଧୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ହିଁ ମଣିପୁର ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା ଆସନ୍ତାକାଲି ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହାରି ଭିତରେ ସଂସଦର ଉଭୟ ଗୃହରେ ପ୍ରବଳ ହୋ ହଲ୍ଲା ପରିସ୍ଥିତି…
Read More...