Browsing Tag

Parking place

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ସହରକୁ ଆସୁଥିବା ଯାନବାହାନ ପାଇଁ ଟ୍ରାଫିକ ପରାମର୍ଶ ଜାରି

ପୁରୀ-: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତେବେ ଏହି ପରିପ୍ରେକ୍ଷୀରେ ପୁରୀ ସହରକୁ ବିଭିନ୍ନ ଦିଗରୁ ଆସୁଥିବା ଯାନବାହାନ ପାଇଁ ପୃଥକ ରୁଟ୍ ଏବଂ ପାର୍କିଂ ବ୍ୟବସ୍ଥା କରାଯାଉଅଛି। ତେବେ ବ୍ରହ୍ମଗିରି, ଭୁବନେଶ୍ୱର ଏବଂ କୋଣାର୍କ ପାଖରୁ ଆସୁଥିବା…
Read More...