Browsing Tag

Paris Paralympics

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି ନୀତେଶ କୁମାର

ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଲା ଆଉଏକ ପଦକ । ସେ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍୩ ବର୍ଗରେ ବ୍ୟାଡମିଣ୍ଟନରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ବିଟ୍ରେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା କୁହାଯାଉଛି ।…
Read More...

ପ୍ୟାରିସ୍ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାତେଇଲେ ଭାରତୀୟ ସୁଟର ଅଭନି ଲେଖରା

ପ୍ୟାରିସ୍ ପାରାଲିମ୍ପିକ୍ସରେ ଚମକିଲା ଭାରତ। ଦ୍ଵିତୀୟ ଦିନରେ ଦୁଇ ଦୁଇଟି ପଦକ ନିଜ ନାଁରେ କରିଛି ଭାରତ। ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ସୁଟର ଅଭନି ଲେଖରା କରିଛନ୍ତି କମାଲ ।  ଅଭନି ମହିଳାଙ୍କ ୧୦ ମିଟର ଏୟାର ରାଇଫଲ (SH 1) ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।…
Read More...