ଏପ୍ରିଲ ୨୧ରେ ଚଳିତ ବର୍ଷର ରାଜ୍ୟ ସ୍ତରୀୟ ଅଭିଭାବକ ଶିକ୍ଷକଙ୍କ ପ୍ରଥମ ବୈଠକ
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୧ରେ ରାଜ୍ୟ ସ୍ତରୀୟ ଅଭିଭାବକ ଶିକ୍ଷକ ବୈଠକ ହେବ। ଚଳିତ ବର୍ଷର ଏହା ପ୍ରଥମ ବୈଠକ। ତେଣୁ ପୂର୍ବ ଅପେକ୍ଷା ଏହା ବଡ଼ ଆକାରରେ ହେଉଛି । ଏଥର ଅଭିଭାବକମାନଙ୍କ ସହ ସାଇବର ସିକିଉରିଟି ନେଇ ଆଲୋଚନା ହେବ, ଅଭିଭାବକ ଏଥିରେ ସଚେତନ ହେଲେ ପିଲା ସଚେତନ ହେବେ ।…
Read More...
Read More...