Browsing Tag

Paradeep

ବାଲିରେ ଫସିଯାଇ ନାବାଳକ ମୃତ

ପାରାଦୀପ / ପ୍ରଶାନ୍ତ କୁମାର ସ୍ୱାଇଁ: ବାଲିରେ ଫସିଯାଇ ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ଷଣ୍ଢକୁଦ ବସ୍ତି ପଛପଟରେ ନିର୍ମାଣ ହେଉଥିବା ଏନଆରଏଲ କମ୍ପାନୀ ନିର୍ମାଣ ସ୍ଥାନରେ । ସେହି ବସ୍ତିରେ ରହୁଥିବା ନାରାୟର ମଲ୍ଲଙ୍କ ଦଶବର୍ଷର ପୁଅ ଶଭମ । ପିଲାଙ୍କ ସହିତ ଖେଳିବାକୁ…
Read More...

ଆଜାଦି କା ଅମୃତ ମହୋତ୍ସବ ପାଳନ କଲେ ପାରାଦୀପ କଲେଜର ଛାତ୍ରଛାତ୍ରୀମାନେ

ପାରାଦୀପ : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ପାରାଦୀପ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ରା କରିଛନ୍ତି । ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସେହି ଦିନକୁ ସ୍ମରଣୀୟ କରିବା ପାଇଁ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ…
Read More...

ଅଟୋଟି ଓଲଟି ପଡି ଗଛରେ ଝୁଲିଲା ଅଟୋ ଚାଳକଙ୍କ ମୃତଦେହ

ପାରାଦୀପ: ଗଛରେ ଝୁଲୁଛି ମୃତଦେହ । ପାରାଦୀପ ଷଣ୍ଡକୁଦ ଜଙ୍ଗଲ ବିଟ ହାଉସ ନିକଟରେ ସନ୍ଦେହ ଜନକ ଭାବରେ ଗଛରେ ଜଣଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଝୁଲୁଥିବା ମୃତଦେହଟି ଜଣେ ଅଟୋ ଚାଳକଙ୍କ ହୋଇଥିବାବେଳେ ତାଙ୍କ ନାମ କୈଳାଶ ପରିଡା । ସେ ବୃନ୍ଦାବନ କଲୋନୀ ଏକ ନମ୍ବରରେ ରୁହନ୍ତି…
Read More...

୨ ମାସ ପରେ ହଟିଲା ମାଛଧରା କଟକଣା

(ପାରାଦ୍ବୀପ) : ହଟିଲା ମାଛଧରା କଟକଣା । ପାରାଦ୍ବୀପ ବନ୍ଦରରୁ ଦୀର୍ଘ ୨ମାସ ପରେ ଉଠିଛି ମାଛଧରା କଟକଣା । ତେବେ ଏହି କ୍ରମରେ ଆଜିଠୁ ସମୁଦ୍ରକୁ ଯିବାକୁ ବାହାରିଛନ୍ତି ମତ୍ସ୍ୟଜୀବୀ । ତେବେ ୪୮ ଘଣ୍ଟାରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରିଥିଲେ । ତେବେ ଏହି କାରଣ ହେତୁ ଭଲ ମାଛ ମିଳିବାର…
Read More...

ପାରାଦ୍ୱୀପ ଉପକୂଳରେ ସମରାଭ୍ୟାସ : ସାଗର କବଚରେ ୧୩ଟି ଟିମ୍ ସାମିଲ

ପାରାଦ୍ୱୀପ : ପାରାଦ୍ୱୀପ ଉପକୂଳରେ ସମରାଭ୍ୟାସ । ଶତ୍ରୁକୁ ସମୁଦ୍ରରେ କିପରି ଜବାବ ଦିଆଯିବ ସେ ନେଇ ଜାରି ରହିଛି ସମରାଭ୍ୟାସ । ପାରାଦୀପରେ ଆରମ୍ଭ ହେଇଛି ୨ ଦିନିଆ ସାଗର କବଚ-୧ ସମରାଭ୍ୟାସ । ସମରାଭ୍ୟାସ ସାଗର କବଚରେ ୧୩ଟି ଟିମ୍ ସାମିଲ । ଏହି ଅଭ୍ୟାସ ଓଡିଶାର ୪୮୦ କିମି ବେଳଅଭୂମିରେ…
Read More...

ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ଢ଼ିଙ୍କିଆରେ ଆୟୋଜିତ ହୋଇଛି ମେଗା ସ୍ବାସ୍ଥ୍ୟ ଶିବିର

ପାରାଦୀପ / ପ୍ରଶାନ୍ତ କୁମାର ସ୍ଵାଇଁ : ଜେଏସଡବ୍ଲୁ ପ୍ରକଳ୍ପ ପ୍ରସ୍ତାବିତ ଅଞ୍ଚଳ ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି । ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇର ଅଗ୍ରଣୀ ସ୍ବେଚ୍ଛାସେବୀ…
Read More...

ମା ଆଖି ଆଗରେ ଚାଲିଗଲା ପୁଅର ଜୀବନ 

ପାରାଦୀପ/ପ୍ରଶାନ୍ତ କୁମାର ସ୍ୱାଇଁ - ପାରାଦୀପ ଅଠରବାଙ୍କୀ ଟାରମିନାଲ  ରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା  । ନିଜ ସ୍କୁଲ ରୁ ଘରକୁ ଫେରୁଥିବା ସମୟରେ ମା ଓ ପୁଅଙ୍କୁ ଚଢ଼ାଇଦେଲା ଟ୍ରକ  । ଘଟଣାସ୍ଥଳ ରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଅବସ୍ଥାରେ ମେଡିକାଲ ରେ ଅଛନ୍ତି  । ପାରାଦୀପ…
Read More...

ସ୍କୁଲରୁ ଫେରୁଥିବା ବେଳେ ମା ଓ ପୁଅକୁ ଚଢ଼ାଇଦେଲା ଟ୍ରକ : ପୁଅ ମୃତ ମା ଗୁରୁତର

ପାରାଦୀପ/ପ୍ରଶାନ୍ତ କୁମାର ସ୍ୱାଇଁ : ପାରାଦୀପ ଅଠରବାଙ୍କୀ ଟାରମିନାଲ ରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା । ନିଜ ସ୍କୁଲ ରୁ ଘରକୁ ଫେରୁଥିବା ସମୟରେ ମା ଓ ପୁଅ ଙ୍କୁ ଚଢ଼ାଇଦେଲା ଟ୍ରକ । ଘଟଣାସ୍ଥଳ ରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଅବସ୍ଥାରେ ମେଡିକାଲ ରେ ଅଛନ୍ତି । ପାରାଦୀପ…
Read More...

ବାପି ସରର୍ଖେଲ୍ ଡିଲ୍ କରିବାରେ ମାଷ୍ଟର

ପାରାଦୀପ: ବିଜେପି ଘୋଡା ବେପାର କରୁଛି , ପଇସା ଦେଇ ଭୋଟ ନେଉଛି ଏଭଳି କିଛି ବାପି ସରର୍ଖେଲ୍ ଅଭିଯୋଗ ଆଣିଥିବା ବେଳେ ତାଙ୍କର ଉତ୍ତରରେ ବିଜେପି ପ୍ରେସମିଟ୍ ଦ୍ୱାରା ସମ୍ପଦ ସ୍ୱାଇଁ କହିଛନ୍ତି ବାପି ସରର୍ଖେଲ୍ ଡିଲ୍ କରିବାରେ ମାଷ୍ଟର, ଏଠି ଘୋଢା ବେପାର ନୁହେଁ ଗଧ ବେପାର ହେଉଛି , ମଣିଷ…
Read More...

ଜଣେ ରାଜମିସ୍ତ୍ରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ

ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଘଟିଯାଇଛି ଏକ ଅଭାବନୀୟ ହୃଦୟବିଦାରକ ଘଟଣା । ଯାହାକୁ ନେଇ ବସ୍ତିରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି କ୍ଷ ଷଣ୍ଢକୁଦ ୧୮ ନମ୍ବର ୱାର୍ଡ ର ମାଛ ମାର୍କେଟ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ଏକ ଘର ନିର୍ମାଣ ରେ…
Read More...