Browsing Tag

Paradeep

ପାରାଦୀପ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ : ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ଗୋଟିଏ ବୋଟ୍‌କୁ ଉଦ୍ଧାର ପାଇଁ ଯାଇ ଫସିଲା ଆଉ ଏକ ବୋଟ୍ । ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଲା। ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଫସିଲା ଉଦ୍ଧାରକାରୀ ବୋଟ୍ । ଫସିଥିବା ୨ଟି ବୋଟ୍‌କୁ ଉଦ୍ଧାର ପାଇଁ…
Read More...

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ: ଇଞ୍ଜିନରୁ ଖସି ଗଲା ୧୭ଟି ବଗି

ପାରାଦୀପ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ ଇଞ୍ଜିନରୁ ୧୭ଟି ବଗି ଖସି ଯାଇଥିଲା । ଫଳରେ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଗୋଟିଏ ଅଧା ଅଣେଇ ହୋଇ ରହି ଥିବାବେଳେ ଟ୍ରାକରୁ ଆଉ ୪ଟି ବଗି ବାହାରି ଯାଇଥିଲା । ତେବେ ପାରାଦ୍ଵୀପ ବନ୍ଦର…
Read More...

ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡି ବିଦେଶୀ ନାଗରିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡି ବିଦେଶୀ ନାଗରିକଙ୍କ ମୃତ୍ୟୁ । କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜରେ ଅପେକ୍ଷା କରିଥିବା ମାଲ୍ଲ ଫ୍ଲାଗର ଜାହାଜ ‘ଏମଭି ଯୁକାଡ’ ର ଜଣେ ଓ. ଏସ. ମ୍ୟାନ ଙ୍କ ମୃତ୍ୟୁ ଘଟିଛି । ଗତ କାଲି ଅପରାହ୍ନରେ ଏହି ଜାହାଜର କ୍ରେନରେ ଫିଲିପାଇନ୍ସର…
Read More...

ଆଇରନ ବୋଝେଇ ଟ୍ରକ ତଳେ ବାଇକ ଆରୋହିଙ୍କ ଚାଲିଗଲା ଜୀବନ

ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ:  ପାରାଦୀପ ରାଜରାସ୍ତା ରେ ଚାଲିଗଲା ଆଉ ଏକ ନିରୀହ ଜୀଵନ l ପାରାଦୀପ ରେ ବେଆଇନ ଭାବରେ ଆଇରନ ଟ୍ରକ ର ଧାଡିଭଙ୍ଗା ଓଭରଟେକିଙ୍ଗ କାରଣରୁ ପ୍ରତ୍ୟେକ ମାସରେ ଏକାଧିକ ଜୀଵନ ଚାଲିଯାଉଥିବା ବେଳେ ଅନେକ ଲୋକ ସଡ଼କ ଦୁର୍ଘଟଣା ରେ ପଙ୍ଗୁ ହୋଇ ନିଜ ପରିବାର ର ବୋଝ…
Read More...

ପାରାଦୀପ ସମୁଦ୍ରରୁ ମିଳିଛି ବିରଳ ତେଲିଆ ବୋରେହି ମାଛ

ପାରାଦୀପ : ପାରାଦୀପ ସମୁଦ୍ରରୁ ମିଳିଛି ବିରଳ ତେଲିଆ ମାଛ । ମେଟ ୧୭ଟି ବିରଳ ମାଛର ମୂଲ୍ୟ ୨୫ ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି । ସମୁଦ୍ର କୂଳ ଠାରୁ ୨୦ ଫାଦାନ ଦୂରରେ ଧରା ପଡିଛନ୍ତି ଏହି ବିରଳ ତେଲିଆ ବୋରେହି ମାଛ । ଏହି ୧୭ଟି ମାଛର ଓଜନ ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ହୋଇଥିବା…
Read More...

ଓଡିଶା ଆସିବେ ମହାମହିମ : ଏ ନେଇ ତତ୍ପର ପ୍ରଶାସନ

ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ: ଆସନ୍ତା ୨୭ ତାରିଖରେ ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି । ଏନେଇ ତତ୍ପର ହୋଇ ପଡିଚି ପ୍ରଶାସନ । ବନ୍ଦର ନଗରୀ ପାରାଦୀପକୁ ଆସି ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଆଜି ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳାଇ…
Read More...

ହିଟ ଆଣ୍ଡ ରନ କେସ, ଦୁଇ ଆଇଓସିଏଲ କର୍ମଚାରୀଙ୍କ ମୃତ୍ୟୁ

ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକର ସନ୍ତରା ଗଡ଼ା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ । ମୃତକ ଦୁଇ ଜଣ ହେଲେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେ(IOCL)ର କର୍ମଚାରୀ କୈବଲ୍ୟ ଓ କେନ୍ଦୁଝର ଜିଲ୍ଲା କଣ୍ଟା ଗ୍ରାମର…
Read More...

ଶ୍ରମିକ ନେତା ଘନଶ୍ୟାମ ଜେନା ବିୟୋଗରେ ପାରାଦୀପ ଶ୍ରମିକ ମାନେ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା

ପାରାଦୀପ (ପ୍ରଶାନ୍ତ କୁମାର ସ୍ଵାଇଁ) : ସର୍ବଭାରତୀୟ ଶ୍ରମିକ ନେତା ଘନଶ୍ୟାମ ଜେନା ବିୟୋଗରେ ପାରାଦୀପ ଶ୍ରମିକ ମାନେ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଛି  | ପାରାଦୀପ ଜୟଦେବ ସଦନ ଠାରୁ ସାରଳା ମନ୍ଦିର ଦେଇ ଏକ ଶୋଭାଯାତ୍ରାରେ ସ୍ତାନୀୟ  ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ…
Read More...

ଟ୍ରାକ୍ ଉପରେ ଅଟକି ଯାଇଥିବା ବୋଲେରକୁ ପ୍ରାୟ ତିରିଶି ମିଟର ଘୋଷାଡ଼ି ନେଇଥିଲା ଟ୍ରେନ୍

(ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରେନ୍ ବୋଲେରୋ ଧକ୍କା  | ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମ୍ ସିଏଚ୍ ପି କ୍ୟାଣ୍ଟିନ୍ ପାଖରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ଛି  | ଏକ ମାଲବାହୀ ଟ୍ରେନ୍ ନିଜ ଟ୍ରାକରେ ଆସୁଥିବା ବେଳେ ବୋଲେରୋ…
Read More...

ତିନି ବର୍ଷ ପରେ ପାରାଦୀପ ଅଞ୍ଚଳବାସୀ ଦେଖିବାକୁ ପାଇବେ ବିଶ୍ୱକର୍ମା ପୂଜା

ପାରାଦୀପ: ଚଳିତବର୍ଷ ପାରାଦୀପ ଅଞ୍ଚଳବାସୀ ଦେଖିବାକୁ ପାଇବେ ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା l ବିଗତ ତିନି ବର୍ଷ ହେବ କୋଭିଡ ଓ ଆର୍ଥିକ ସଂକଟରେ ଗତି କରୁଥିବା ବିଭିନ୍ନ ସଂଘଠନ ପକ୍ଷରୁ ବନ୍ଦ ରହିଥିବା ବିଶ୍ବପ୍ରସିଦ୍ଧ ପାରାଦୀପ ବିଶ୍ଵକର୍ମା ପୂଜା l  ଚଳିତ ବର୍ଷ ଆୟୋଜିତ ହେବାକୁ ଏକ…
Read More...