ବିଂଶତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ
ପାରାଦୀପ : ଜୟଦେବ ସଦନ ରେ କ୍ୟାନମାସ୍ ପକ୍ଷରୁ ବିଂଶତମ ଜାତୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତ୍ୟହ ସନ୍ଧ୍ୟା ୭ ଘଟିକା ରେ ୧୦ ଦିନ ଧରି ୧୦ ଟି ବିଭିନ୍ନ ଭାଷାଭାଷି ନାଟକ ମଞ୍ଚସ୍ଥ ହେବାର କାର୍ୟ୍ୟକ୍ରମ ରହିଛି । …
Read More...
Read More...