ଦିଲ୍ଲୀ ପରେ ଏବେ ଥରିଛି ପଞ୍ଜାବର ରୁପନଗର
ପଞ୍ଜାବ: ଗତ କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଦିଲ୍ଲୀ ପରେ ଏବେ ଥରିଛି ପଞ୍ଜାବର ରୁପନଗର । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୩.୨ରେକର୍ଡ କରାଯାଇଛି । ଭୂକମ୍ପର ଝଟକା ରାତି ୧.୧୩ ମି ରେ ଅନୁଭୂତ ହୋଇଥିବା କୁହାଯାଉଛି । ତେବେ ଭୂକମ୍ପର ଗଭୀରତା ୧୦…
Read More...
Read More...