ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ଗଣନା; ଆଗରେ ଟିଏମସି
କୋଲକାତା: ଆଜି (ଜୁଲାଇ ୧୧) ହେଉଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳର ଦିନ । ଅନେକ ହିଂସା ଘଟଣା ମଧ୍ୟରେ ଜୁଲାଇ ୮ ଏବଂ ୧୦ ରେ ହୋଇଥିବା ଭୋଟ୍ ଗଣନା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ଗ୍ରାମାଞ୍ଚଳରେ ୭୩,୮୮୭ ସିଟ୍ ପାଇଁ ଭୋଟରମାନେ ଭୋଟ୍ ଦେଇଛନ୍ତି। ୮ ଜୁଲାଇରେ…
Read More...
Read More...