ବୁଡ଼ିଛି ପାନାମା ପତାକାଧାରୀ କାର୍ଗୋ ଜାହାଜ
ପାରାଦୀପ ଉପକୂଳଠାରୁ ପ୍ରାୟ ୩୭୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଏକ ପାନାମା ପତାକାଧାରୀ କାର୍ଗୋ ଜାହାଜ ବୁଡ଼ିଯାଇଥିବା ନେଇ ସୂଚନା ମିଳିଛି। ପାନାମା ପତାକା ବହନ କରୁଥିବା ଏକ ବଲ୍କ କ୍ୟାରିଅର ଜାହାଜ ୨୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଓଡ଼ିଶା ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ବୁଡ଼ିଯାଇଛି,…
Read More...
Read More...