ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା, କାର୍ ଉପରେ ଚଢ଼ିଗଲା କାର୍
ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା। କାର୍ ଉପରେ ଚଢ଼ିଗଲା କାର୍। ଅଳ୍ପକେ ବର୍ତିଲେ ଦୁଇ କାର୍ ଚାଳକ। କାର୍ ଉପରେ କାର୍ ଚଢିବାରୁ ଜଣେ ଚାଳକ ଆହତ। କଟକ ରୁ ଆସୁଥିବା ଦ୍ରୁତଗାମୀ ବ୍ରେଜା କାର୍ ଚଢ଼ିଗଲା ପଞ୍ଚ୍ କାର୍। ଦୁର୍ଘଟଣା ଯୋଗୁଁ ପାଖାପାଖି ଅଧଘଣ୍ଟା ଗାଡ଼ି ମଟର ଯିବା ଆସିବା ବ୍ୟାଘାତ…
Read More...
Read More...