ଏକାଦିନେ ଗୋଟେ ପରିବାରର ୯ଜଣଙ୍କ ଜନ୍ମଦିନ
ନିଜ ଜନ୍ନଦିନକୁ ସମସ୍ତେ ବେଶ୍ ଧୁମଧାମରେ ପାଳନ କରନ୍ତି । ଏହି ଦିନ ସମସ୍ତଙ୍କ ପାଇଁ ବେଶ ଖାସ ଓ ସ୍ୱତନ୍ତ୍ର ହୋଇଥାଏ । ତେବେ ଏମିତି ଏକ ପରିବାର ଅଛି, ଯେଉଁ ପରିବାରର ସବୁ ସଦସ୍ୟଙ୍କ ଜନ୍ମଦିନ ଗୋଟେ ତାରିଖରେ ପଡିଥାଏ । କଥାଟି ଅବିଶ୍ୱସନୀୟ ଲାଗୁଥିଲେବି ଏହା ସତ । ପାକିସ୍ତାନର ଲରକାନା…
Read More...
Read More...