Browsing Tag

Pakistan

ପାକିସ୍ତାନରେ ଚାଳିଛି ଲୁଟତରାଜ; ଖାଦ୍ୟ ଅଭାବ ମୁଖ୍ୟ ସମସ୍ୟା

ଲାହୋର : ପାକିସ୍ତାନରେ ଲୁଟତରାଜ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟାରୂପେ ସାମନାକୁ ଆସିଛି । ଖାଦ୍ୟାଭାବ ଯୋଗୁଁ ଲୋକେ ଚାରିଆଡ଼େ ଲୁଟିବା ଆରମ୍ଭ କରିସାରିଳେଣି । କେଉଁଠି ଖାଇବା ଜିନିଷ ଲୁଟୁଛନ୍ତି ତ କେଉଁଠି ପଶୁପକ୍ଷୀ । ଦୁଇ ଦିନ ତଳେ ପାକିସ୍ତାନ ଲାହୋର ଅନ୍ତର୍ଗତ ଜଣେ କମାଣ୍ଡରଙ୍କ ଘରୁ ଲୋକେ…
Read More...

ଇମ୍ରାନ ଖାନଙ୍କ ଗିରଫଦାରୀ ବେଆଇନ : ପାକ୍ ସୁପ୍ରିମକୋର୍ଟ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିଛନ୍ତି ପାକ୍ ସୁପ୍ରିମକୋର୍ଟ । ପାକିସ୍ତାନର ରାଜନୈତିକ ଦଳ ପିଟିଆଇର ନେତା ଇମ୍ରାନ ଖାନଙ୍କୁ ମଙ୍ଗଳବାର ଦିନ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ଏହି ମାମଲା…
Read More...

ବିକ୍ଷୋଭ ପ୍ରଦର୍ଶନ ସହ ହିଂସା ସୃଷ୍ଟି କରୁଛନ୍ତି ଇମ୍ରାନ ସମର୍ଥକ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରିଛି । ଗିରଫ ହେବାପରେ ଇମ୍ରାନଙ୍କ ସମର୍ଥକମାନେ ଚାରିଆଡ଼େ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ହିଂସା ମଧ୍ୟ ସୃଷ୍ଟି କରୁଛନ୍ତି ।…
Read More...

ଭୋକରେ ବିକଳ ପାକିସ୍ତାନ; ଖାଦ୍ୟ କିଣିବା ବଦଳରେ ଲୁଟପାତ କରୁଛନ୍ତି ଲୋକେ

ଗତ କିଛିମାସ ଧରି ପାକିସ୍ତାନରେ ଦେଖାଦେଇଛି ହା ହା କାର । ଭୋକବିକଳରେ ଡହଳବିକଳ ହେଉଛନ୍ତି ଲୋକେ । ପାକିସ୍ତାନର ଲୋକମାନଙ୍କୁ ଅନେକ କଷ୍ଟ କରିବାକୁ ପଡୁଛି ଖାଦ୍ୟ ଓ ପାନୀୟ ପାଇଁ । ସେଠାରେ ଅଟା ମଧ୍ୟ ମିଳୁନାହିଁ । ସେଥିପାଇଁ ଅନେକ ଦୋକାନ ମଧ୍ୟ ବନ୍ଦ ହୋଇଯାଇଛି । ଅପଣମାନେ କିଛିଦିନ ତଳେ…
Read More...

ୟୁକ୍ରେନ୍କୁ ସାମରିକ ସାମଗ୍ରୀ ଯୋଗାଇବ ପାକିସ୍ତାନ

ୟୁକ୍ରେନ୍ କୁ ସାମରିକ ସାମଗ୍ରୀ ଯୋଗାଇବ ପାକିସ୍ତାନ । ଖାଦ୍ୟ ଓ ଆର୍ଥିକ ସଂକଟରେ ଛଟପଟ ହେଉଥିବା ପାକିସ୍ତାନ ୟୁକ୍ରେନକୁ ୨୩୦ଟି ସାମରିକ ସାମଗ୍ରୀ କଣ୍ଟେନର ଯୋଗାଇବାକୁ ଘୋଷଣା କରିଛି । ନିଜ ଦେଶର ବିଭିନ୍ନ ବିମାନ ଇଞ୍ଜିନର ଆଧୁନିକୀକରଣ ଲାଗି ଋଷ ନିକଟରେ ପାକିସ୍ତାନ ଅନୁରୋଧ…
Read More...

ଇମ୍ରାନଙ୍କ ଘର କବାଟ ଭାଙ୍ଗି ପସିଲା ଲାହୋର ପୋଲିସ୍, ମୁହାଁମୁହିଁ ହେଲେ ପୋଲିସ୍ ଓ ଇମ୍ରାନଙ୍କ ସମର୍ଥକ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘର ଭାଙ୍ଗିଲା ପୋଲିସ୍ । ଇମ୍ରାନଙ୍କ ଘର କବାଟ ଭାଙ୍ଗି ପସିଲା ଲାହୋର ପୋଲିସ୍ ।ତୋଷଖାନ୍ନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଇମ୍ରାନଙ୍କ ଘର ଭାଙ୍ଗି ପଶିବା ବେଳେ ମୁହାଁମୁହିଁ ହେଲେ ପୋଲିସ୍ ଓ ଇମ୍ରାନଙ୍କ ସମର୍ଥକ । ବର୍ତ୍ତମାନ…
Read More...

ବୟସ ୫୦ ଛୁଆ ୬୦

ନୂଆଦିଲ୍ଲୀ : ଆମ ସାଧାରଣ ଜୀବନରେ ଦ୍ୱିତୀୟ ଭଗବାନ ରୂପେ ଆମେ ଡାକ୍ତରଙ୍କୁ ବୁଝୁ । ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ଜଣେ ଡାକ୍ତରଙ୍କର କର୍ତ୍ତବ୍ୟ । ଜୀବନ ଦେବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି ଡାକ୍ତରୀ ଟିମ । ତେବେ ଉଚ୍ଚଶିକ୍ଷିତ ହେତୁ ପରିବାର ସୀମିତ କରିବାରୁ ବହୁ ସମୟ…
Read More...

ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରି ସାଂସଦ ପଦ ରଦ୍ଦ କଲେ ନିର୍ବାଚନ କମିଶନ

ଇସ୍ଲାମଵାଦ : ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛି। ଏହାସହିତ ଇମ୍ରାନଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । ଏହାପରେ ଇମ୍ରାନ…
Read More...

ଅମ୍ପାୟାର ଅସଦ୍ ରଉଫଙ୍କ ବିୟୋଗ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅମ୍ପାୟାରଙ୍କର ହୃଦଘାତରେ ପରଲୋକ ହୋଇଛି । ପାକିସ୍ତାନର କେତେ ଜଣ ଜଣାଶୁଣା ଅମ୍ପେୟାର୍‌ଙ୍କ ମଧ୍ୟରୁ ଅସଦ ରୌଫ୍‌ ଅନ୍ୟତମ। ତାଙ୍କର ବୁଧବାର ରାତିରେ ଅଚାନକ ମୃତ୍ୟୁ ଘଟିଛି। ପୂର୍ବତନ ଅମ୍ପେୟାର ଅସଦ ହୃଦ୍‌ଘାତର ଶିକାର ହୋଇ ୬୬ ବୟସରେ…
Read More...

ସାହିତ୍ୟ , ନୃତ୍ୟ ସଙ୍ଗୀତକୁ ପାକିସ୍ତାନରେ ଖୁବ୍ ଆଦର କରାଯାଏ

ବ୍ୟୁରୋ : କଳା ଓ ସାହିତ୍ୟର ଧର୍ମ ନାହିଁ , ନାହିଁ ତାର ଜାତି ,ବର୍ଣ୍ଣ , ବିଦ୍ୱେଷ ଭାବନା, ସଂହାର ପରିବର୍ତ୍ତେ ପ୍ରେମଫଲଗୁର ଜୁଆରରେ ଜନମନ ହରଣ କରେ ନୃତ୍ୟ ସଙ୍ଗୀତ । ସେଥିପାଇଁ ପ୍ରତେକ କାବ୍ୟ , କବିତା ଏପରିକି ଗଦ୍ୟ ସାହିତ୍ୟରେ ମଧ୍ୟ ପ୍ରାତସ୍ମରଣୀୟ ସୃଜନୀକାର ମାନେ ସେମାନଙ୍କ ନାୟକ…
Read More...