Browsing Tag

Pakistan

ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମୃତ, ୨୦ ଆହତ

ପାକିସ୍ତାନ ସିନ୍ଧୁ ପ୍ରାନ୍ତରେ ଦ୍ରୁତଗତିରେ ଆସୁଥିବା ଦୁଇଟି ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଇଦ୍ ପର ଦିନ ଅର୍ଥାତ ଶୁକ୍ରବାର ଏହି…
Read More...

ବିଶ୍ୱକପ ଖେଳିବା ପାଇଁ ପାକିସ୍ତାନ ଖେଳାଳିଙ୍କୁ ସରକାରଙ୍କଠାରୁ ମିଳିନି ଅନୁମତି

ନୂଆଦିଲ୍ଲୀ: ODI ବିଶ୍ୱକପ୍ ୨୦୨୩ ଭାରତର ଆୟୋଜନରେ ଖେଳାଯିବ । ଏହି ମେଗା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ୍ ଦଳକୁ ସେମାନଙ୍କ ସରକାର ବିଶ୍ୱକପରେ ଭାରତ ଆସିବା ପାଇଁ ଏଯାଏଁ ଅନୁମତି…
Read More...

ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଯାତ୍ରୀଙ୍କ ମୃତ୍ୟୁ

ପାକିସ୍ତାନର ଇସଲାମାବାଦ-ଲାହୋର ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା…
Read More...

ପାକିସ୍ତାନରେ ଖାଦ୍ୟ ସଙ୍କଟ; ଅଟା ଚୋରି ରୋକିବାକୁ ଲାଗୁ ହେଲା ଧାରା ୧୪୪

ପାକିସ୍ତାନରେ ଗୋଟିଏ ପଟେ ରାଜନୈତିକ ସଙ୍କଟ ତ ଅନ୍ୟପଟେ ଖାଦ୍ୟ ସଙ୍କଟ ଲାଗିରହିଛି । ଏଭଳି ପରିସ୍ଥିତି ହୋଇଛି କି, ଲୋକଙ୍କ ପାଖରେ ଖାଇବାକୁ ଅଟା ମିଳୁନାହିଁ । କାଙ୍ଗାଳ ପରିସ୍ଥିତିରେ ପହଞ୍ଚିଛି ପାକିସ୍ତାନ । ଫଳରେ ବିଭିନ୍ନ ସରକାରୀ ଗୋଦାମ ଓ ବେସରକାରୀ ମହଜୁଦକାରୀଙ୍କ ଗୋଦାମରୁ ଲୋକମାନେ…
Read More...

ସଙ୍କଟରେ ପାକିସ୍ତାନ

ଲାହୋର: ପାକିସ୍ତାନରେ ଖାଦ୍ୟ ସଂକଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଖାଦ୍ୟାଭାବରୁ ଚାରିଆଡ଼େ ହାହାକାର ମଚିଯାଇଛି । ସେପଟେ ପାକିସ୍ତାନ ମୁଦ୍ରାର ଅବମୂଲ୍ୟାୟନ ଘଟିଥିବାବେଳେ ଖାଦ୍ୟପଦାର୍ଥ ଦରବୃଦ୍ଧି ପାକିସ୍ତାନକୁ ଅଧିକ ସଙ୍କଟ ଘେରକୁ ଠେଲିଦେଇଛି। ଆସନ୍ତା ମାସଗୁଡିକରେ ଏହି ସଂକଟ…
Read More...

ଇମ୍ରାନଙ୍କ ବିଦେଶ ଯାତ୍ରା ଉପରେ ଲାଗିଲା ରୋକ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ‘ନୋ ଫ୍ଲାଏ ଲିଷ୍ଟ୍’ରେ ସାମିଲ କରାଯାଇଛି । ଇମ୍ରାନଙ୍କ ସହ ପତ୍ନୀ ବୁଶରା ବିବି ଏବଂ ତାଙ୍କ ଦଳ ପିଟିଆଇର ୮୦ ଜଣ ସଦସ୍ୟଙ୍କୁ ପାକିସ୍ତାନ ଛାଡ଼ି ବାହାରକୁ ଯିବା ଉପରେ ରୋକ୍ ଲଗାଯାଇଛି। ଇମ୍ରାନଙ୍କ ଦଳ ପିଟିଆଇକୁ…
Read More...

ଇମ୍ରାନ ଖାନ ଅସୁସ୍ଥ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିବା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନେଇ ଯାଞ୍ଚ କରାଯାଇଥିଲା । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନ୍ସାଫ ଏକ…
Read More...

ପାକିସ୍ତାନୀ ଛାତ୍ରଙ୍କ ଅଜବ କାରନାମା; ପରୀକ୍ଷା ଖାତାରେ ଉତ୍ତର ବଦଳରେ ଲେଖିଲେ ଗୀତ

ଇସଲାମାବାଦ: ପାକିସ୍ତାନୀ ଛାତ୍ରଙ୍କ ଅଜବ କାରନାମା । ପରୀକ୍ଷା ଖାତାରେ ଉତ୍ତର ବଦଳରେ ଗୀତ ଲେଖି ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଏମିତି ଏକ ଉତ୍ତର ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛାତ୍ର ଜଣକ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ଉତ୍ତର ଖାତାରେ ଉତ୍ତର ବଦଳରେ କିଛି…
Read More...

ସିମକାର୍ଡ଼ ପାକିସ୍ତାନ ଲିଙ୍କ ମାମଲା; ତଦନ୍ତ ଆରମ୍ଭ କଲା ଏସଟିଏଫ

ଓଡ଼ିଶା ସିମକାର୍ଡ଼ର ପାକିସ୍ତାନ ଲିଙ୍କ ନେଇ ତଥ୍ୟ ପାଇବା ପରେ ତଦନ୍ତ ଆରମ୍ଭ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପଠାଣୀ ସାମନ୍ତ ଲେଙ୍କାଙ୍କ ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ସୂଚନା ରହିଛି । ଆସନ୍ତା କାଲିଠାରୁ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଆ…
Read More...

ପାକିସ୍ତାନରେ ପ୍ରତିଷ୍ଠା ହେବ ମିଲିଟାରୀ କୋର୍ଟ

ଲାହୋର: ପାକିସ୍ତାନରେ ମିଲିଟାରୀ କୋର୍ଟଗୁଡିକୁ ପୁନଃକାର୍ୟ୍ୟକ୍ଷମ କରିବା ଲାଗି ଚିନ୍ତା କରୁଛନ୍ତି ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ସମେତ ଅନ୍ୟାନ୍ୟ କୋର୍ଟ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି । ସେଥିପାଇଁ ସରକାର ଏକ ଆଇନ ଆଣି ମିଲିଟାରୀ କୋର୍ଟ…
Read More...