ପଞ୍ଜାବରେ ପାକିସ୍ତାନର ବୋମା ମାଡ: ୬ ମୃତ୍ୟୁ ୨ଗୁରୁତର
ପଞ୍ଜାବ ସ୍ଥିତ କୋଟ୍ ଅଡ୍ଡୁ ଜିଲ୍ଲାର ଦୟାଦିନ ଅଞ୍ଚଳରେ ପାକିସ୍ତାନର ବୋମା ମାଡ । ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି କୁହାଯାଉଛି । ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ସମସ୍ତେ ଗୋଟିଏ ପରିବାର ବୋଲି ସୂଚନା ରହିଛି । ସେହି ପରିବାର କାବଡି ଜିନିଷ…
Read More...
Read More...