Browsing Tag

Pakistan Blast

ଇସଲାମାବାଦରେ ଜୁମେ ନମାଜ ସମୟରେ ମସଜିଦରେ ଆତ୍ମଘାତି ବୋମା ବିସ୍ଫୋରଣ, ୫୦ରୁ ଅଧିକ ମୃତ ଆଶଙ୍କା

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ଜୁମେ ନମାଜ ସମୟରେ ଏକ ଭୟଙ୍କର ଆତ୍ମଘାତି ବୋମା ବିସ୍ଫୋରଣ ଘଟିଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ…
Read More...

ଭାରତ ପରେ ଥରିଲା ପାକିସ୍ତାନ, ଆତ୍ମଘାତି ଆକ୍ରମଣରେ ୧୨ ମୃତ

Pakistan Blast: ଦିଲ୍ଲୀର ଲାଲକିଲ୍ଲାରେ ବୋମା ବିସ୍ଫୋରଣ ପରେ, ଏବେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆଉ ଏକ ବିସ୍ଫୋରଣ । ଇସଲାମବାଦ କୋର୍ଟ  ନିକଟରେ ବିସ୍ଫୋରଣ । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ୨୫ ଜଣ ଆହତ ହୋଇଥିବା ରିପୋର୍ଟରୁ ଜଣାପଡିଛି । ପୋଲିସ୍‌ର…
Read More...