ଇଦ୍କୁ ନେଇ ପାକିସ୍ତାନ-ଆଫଗାନିସ୍ତାନ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା
New Delhi: ପାକିସ୍ତାନ ଓ Afghanistan ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଉଭୟ ଦେଶ ଇଦ୍-ଉଲ୍-ଫିତର୍ ଅବସରରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି। Saudi Arabia, Turkey ଓ Qatarର ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି।ଆଫଗାନିସ୍ତାନ ସରକାର କାବୁଲର ଏକ ନିଶା ନିବାରଣ…
Read More...
Read More...